Indian Fish dish
ଜୀବନଚର୍ଯ୍ୟା 

ମାଛ ଟିକ୍‌କା ମସଲା

ମାଛ ଟିକ୍‌କା ମସଲା ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ ମାଛ, ୧ ଚାମଚ ଧନିଆ ପାଉଡର, ୧ କପ ଦହି, ୧ ଚାମଚ ଅଦା-ରସୁଣ ପେଷ୍ଟ୍‌, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ୧ ଚାମଚ କଳା ଜିରା, ଅଧା ଚାମଚ ସୋରିଷ, ହଳଦୀ, ସ୍ୱାଦନୁସାରେ ଲୁଣ, ତେଲ ପ୍ରସ୍ତୁତି ପ୍ରଣାଳୀ ମାଛ ଟିକ୍‌କା ମସଲା ପ୍ରସ୍ତୁତ ପାଇଁ ପ୍ରଥମେ ଏହାର ମସଲା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ପାତ୍ରରେ ଦହି, ଅଦାରସୁଣ ପେଷ୍ଟ, ଲୁଣ, […]
Read More...

Advertisement