indian education
Feature 

ରାଜସ୍ଥାନରେ ବୁଲୁଛି ‘ମୋବାଇଲ୍‌ ଲାଇବ୍ରେରୀ’

ରାଜସ୍ଥାନରେ ବୁଲୁଛି ‘ମୋବାଇଲ୍‌ ଲାଇବ୍ରେରୀ’ ରାଜସ୍ଥାନ: ସେପ୍‌ଟେମ୍ବର ୩: ରାଜସ୍ଥାନର ଜୋଧପୁରରେ ଘୂରୁଛି ମୋବାଇଲ୍‌ ଲାଇବ୍ରେରୀ । ତେବେ ଏହି ମୋବାଇଲ୍‌ ଲାଇବ୍ରେରୀଟି କୌଣସି ଗାଡିରେ ନୁହେଁ ବରଂ ଓଟ ଉପରେ ନିର୍ମାଣ କରାଯାଇଛି । ଓଟ ଗାଡିରେ ଏହି ଲାଇବ୍ରେରୀକୁ ନିର୍ମାଣ କରାଯାଇଛି । ଏହି ଲାଇବ୍ରେରୀ ପ୍ରାୟ ୩୦ ଟି ଗାଁର ପିଲାଙ୍କୁ ସେମାନଙ୍କ ପାଠ ପଢାରେ ସାହାଯ୍ୟ କରୁଛି । ଲାଇବ୍ରେରୀକୁ ଗାଁ ନେବା ପୂର୍ବରୁ ସଜା ଯାଇଥାଏ, ଯାହା ଫଳରେ ପିଲାମାନେ ଏଥି ପ୍ରତି ଆକର୍ଷିତ ହେବେ […]
Read More...
ଦେଶ- ବିଦେଶ 

ବାହାରିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ

ବାହାରିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ଭୁବନେଶ୍ୱର, ଜୁଲାଇ ୩୦: ଆଜି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ପାସ୍‌ ହାର ୯୯.୩୭ ପ୍ରତିଶତ ରହିଛି । ପାସ୍‌ ହାରରେ ଛାତ୍ରୀମାନେ ଆଗୁଆ ରହିଛନ୍ତି । ଛାତ୍ରଙ୍କ ପାସ୍‌ ହାର ୯୯.୧୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୯୯.୬୭ ପ୍ରତିଶତ ରହିଛି । ୭୦ ହଜାର ୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ୧ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ […]
Read More...

Advertisement