Indian dessert
ଜୀବନଚର୍ଯ୍ୟା 

କେଶର ପିସ୍ତା ଫିରିନୀ

କେଶର ପିସ୍ତା ଫିରିନୀ ସାମଗ୍ରୀ – ଅଳ୍ପ ପରିମାଣ କେଶର, ୧୦ର ୧୨ଟି ପେସ୍ତା ବାଦାମ, ସର କଢା ଖୀର, ୩ ଚାମଚ ବାସୁମତି ଚାଉଳ, ଆଳ୍ପ ପରିମାଣ ଗୁଜୁରାତି ଗୁଣ୍ଡ, ୩ଚାମଚ ସୁଇଟନର । ପ୍ରଣାଳୀ- ପ୍ରଥମେ କ୍ଷୀରକୁ ସିଝିବା ପାଇଁ ବସାଇ ଦିଅନ୍ତୁ । ଏହାକୁ କମ୍‌ ଆଞ୍ଚରେ ସିଝିବାକୁ ଦିଅନ୍ତୁ । ସିଝାଉଥିବା କ୍ଷୀର ଅଧା ହେବା ଯାଏଁ ଏହାକୁ ଫୁଟାନ୍ତୁ । ଏହାପରେ ଏଥିରେ ଚାଉଳ ଓ ଅଳ୍ପ ପାଣି ପକାଇ ଗୋଳାନ୍ତୁ । ଚାଉଳ […]
Read More...

Advertisement