Indian dancer
ମନୋରଞ୍ଜନ 

ବଲିଉଡ୍‌ରେ ଶକ୍ତି ମୋହନ

ବଲିଉଡ୍‌ରେ ଶକ୍ତି ମୋହନ ମୁମ୍ବାଇ: ଆଜିର ଏଣ୍ଟରଟେନମେଣ୍ଟ୍‌ ଦୁନିଆରେ ଶକ୍ତି ମୋହନଙ୍କର କୌଣସି ପରିଚୟର ଆବଶ୍ୟକତା ଲୋଡ଼ା ନାହିଁ । ଡାନ୍ସରରୁ ଅଭିନେତ୍ରୀ ଓ କୋରିଓଗ୍ରାଫ୍‌ର ପାଲଟିଥିବା ଶକ୍ତି ନିଜ କ୍ୟାରିଅରରେ ବହୁତ କିଛି ହାସଲ କରିଛନ୍ତି । ସର୍ବଦା ମୁହଁରେ ହସ ରଖିଥିବା ଶକ୍ତିଙ୍କର କୌଣସି ଫିଲ୍ମ ଷ୍ଟାରଙ୍କଠାରୁ କମ୍‌ ପ୍ରଶଂସକ ନାହାନ୍ତି । ଟେଲିଭିଜନ ଜଗତର ସେ ଡ୍ୟାନ୍ସି କୁଇନ କହିଲେ ଅତୁ୍ୟକ୍ତି ହେବ ନାହିଁ । ହେଲେ ତାଙ୍କ ପାଇଁ ସାଧାରଣରୁ ସ୍ୱତନ୍ତ୍ର ହେବାର ଯାତ୍ରା ଏତେ […]
Read More...

Advertisement