indian culture
କବିତା 

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି ଆଲୋକର ପର୍ବ ଦୀପାବଳି ଆସେ ହସେ ଏ ମରତ ଭୁଇଁ ଦୀପାବଳି ଆଲୋକେ ଘର ଦ୍ୱାର ହସେ କାକର ପେଟା ପଡ଼ଇ । । ପିଲାଠାରୁ ବଡ଼ ସଭିଏଁ ଫୁଟାନ୍ତି ଜାତି ଜାତି ବାଣ ଶୀତେ ଏଇ ଦିନେ ସର୍ବେ ଆନନ୍ଦେ ବିତାନ୍ତି ପିଠାପଣା ହୁଏ କେତେ । । ପୂଜା ପୀଠେ ବାଜେ ଶଙ୍ଖ ସାହାନଇ ମାଆ କାଳୀ ପୂଜା ପାଇଁ ମାଆଙ୍କ ଆଶିଷେ ସୁଖ ଆସେ ଧାଇଁ ଆନନ୍ଦର ସୀମା ନାହିଁ । । […]
Read More...
ଜୀବନଚର୍ଯ୍ୟା 

‘ଧନ୍‌ତେରସ’ର ମହତ୍ୱ

‘ଧନ୍‌ତେରସ’ର ମହତ୍ୱ ପ୍ରତି ହିନ୍ଦୁ ପରିବାରରେ ସକାଳ ଓ ସଂଧ୍ୟାରେ ଦୀପ ଲଗାଯାଏ । ଏହା ଭଗବାନଙ୍କ ଠାରେ ଆତ୍ମ ସମର୍ପଣର ପ୍ରତୀକ । ସଳିତାକୁ ଆତ୍ମାର ପ୍ରତୀକଭାବେ ବର୍ଣ୍ଣନା କରାଯାଇଛି । ତେଣୁ ପରମାତ୍ମାଙ୍କ ସହ ମିଳନ ପାଇଁ ଆମକୁ ଏ ମଳିନତା ତ୍ୟାଗ କରିବାକୁ ହେବ । ଅଜ୍ଞାନ ବ୍ୟକ୍ତି ସବୁବେଳେ ଅନ୍ଧକାର ମଧ୍ୟରେ ଥାଏ । ନିଜ ପରିବେଶରେ ଘଟୁଥିବା ବିଷୟ ପ୍ରତି ମଧ୍ୟ ସେ ସଚେତନ ନଥାଏ । ଯେତେବେଳେ ସେ କିଛି ପାଇବାକୁ […]
Read More...
Feature 

ମହିଳା ପୂଜକ କରୁଛନ୍ତି ମା’ଙ୍କ ପୂଜା

ମହିଳା ପୂଜକ କରୁଛନ୍ତି ମା’ଙ୍କ ପୂଜା କଲିକତା: କଲିକତାର ଦୁର୍ଗାପୂଜା ସବୁଠାରୁ ସୂତନ୍ତ୍ର ଓ ନିଆରା । ଏଠାରେ ପୂଜା ସମୟରେ ହେଉଥିବା ପେଣ୍ଡାଲରେ କିଛି ନା କିଛି ନୂଆ ଢଙ୍ଗରେ ମା’ଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ଥର ଏଠାରେ ପୂରାତନ ପରମ୍ପରାଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରାଯାଇଛି । କଲିକତାରେ ଥିବା ୬୬ ପଲି ଦୁର୍ଗା ପୂଜା ମଣ୍ଡଳି ଏଥର ମହିଳା ପଣ୍ଡିତଙ୍କୁ ନେଇ ଦୁର୍ଗା ପୂଜା କରୁଛି । ଏହି ମହିଳା ପୁରୋହିତଙ୍କ ଦଳରେ ୪ଜଣ ସାମିଲ […]
Read More...
ଜୀବନଚର୍ଯ୍ୟା 

ଘର ଆଗରେ ରଖ;ୁ ଗଣେଶଙ୍କୁ

ଘର ଆଗରେ ରଖ;ୁ ଗଣେଶଙ୍କୁ ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ବାସ୍ତୁ ଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ତେଣୁ ପ୍ରାୟ ସମସ୍ତେ ଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ବିଶେଷଜ୍ଞ ଠାରୁ ଅନେକ ପରାମର୍ଶ ନେଇଥାଆନ୍ତି । ସେମାନେ ବାସ୍ତୁ ଅନୁସାରେ ଘରର କବାଟ, ଝରକା ଠାରୁ ଆରମ୍ଭ କରି ଜିନିଷ ମଧ୍ୟ କିଣିଥାଆନ୍ତି । ତେଣୁ ଘରର କେଉଁଠି କଣ ଲଗାଇବା ଦ୍ୱାରା ବାସ୍ତୁ ଅନୁସାରେ ଆପଣଙ୍କ ଘରର ଉନ୍ନତି ହେବ ସେ ନେଇ […]
Read More...
ଜୀବନଚର୍ଯ୍ୟା 

ପାନର ଧାର୍ମିକ ମହତ୍ତ୍ୱ

ପାନର ଧାର୍ମିକ ମହତ୍ତ୍ୱ ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ଧାର୍ମିକ ପୁରାଣରେ ପାନର ମହତ୍ତ୍ୱ ବେଶ୍‌ ଅଧିକ । କେତେକ ପୂଜା ଅଛି ଯାହାକୁ ପାନ ବିନା ଅଧୁରା ବୋଲି ଧରାଯାଇଥାଏ । ଅନେକ ଶୁଭ କାମରେ ଏହାର ବ୍ୟବହାର କରାଯାଇଥାଏ । ପାନକୁ ବିଭିନ୍ନ ଦେବଦେବୀଙ୍କର ନିବାସ ବୋଲି ଧରାଯାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ପାନର ବ୍ୟବହାର କରି ଅନେକ ସମସ୍ୟାର ସମାଧାନର ଉପାୟ ବାହାର କରାଯାଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ ସମ୍ବନ୍ଧରେ- ପାନକୁ ଜ୍ୟୋତିଷ […]
Read More...
ସାହିତ୍ୟ 

ଗୁରୁ ଦିବସ

ଗୁରୁ ଦିବସ ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଭାରତୀୟ ପରମ୍ପରା ରେ ’ଗୁରୁ’ ଏକ ପବିତ୍ର ଶବ୍ଦଛ ଗୁରୁ…..ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ […]
Read More...
ସାହିତ୍ୟ 

ଗଣେଶଂ ରଣେଶଂ ଗୁଣେଶଂ ଭଜାମଃ

ଗଣେଶଂ ରଣେଶଂ ଗୁଣେଶଂ ଭଜାମଃ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ, ମଧ୍ୟାହ୍ନ କାଳ, ସୋମବାର ଓ ସ୍ୱାତୀ ନକ୍ଷତ୍ର ଯୋଗରେ ତୁଳା ରାଶିରେ, ମହାମହିମାମୟ କୁନ୍ଦଧବଳ, ତ୍ରିନୟନ ଶ୍ରୀଗଣେଶ ହରପାର୍ବତୀଙ୍କ ପୁତ୍ର, ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ଦେବତା ରୂପେ ପ୍ରକଟ ହୋଇଥିଲେ । ପୂର୍ବ କାଳରେ ସ୍ୱୟଂ ମହାଦେବ ଗଣେଶଙ୍କୁ ପୂଜା କରି ତ୍ରିପୁରାସୁରକୁ ବଧ କରିଥିଲେ । ଇନ୍ଦ୍ର ଏହି ପୂଜା ବଳରେ ବୃତ୍ତ୍ରାସୁରକୁ ବଧ କରି ପାରିଥିଲେ, ଅହଲ୍ୟା ନିଜର ସ୍ୱାମୀଙ୍କୁ ଫେରି ପାଇଥିଲେ, ଦମୟନ୍ତୀ ନଳଙ୍କୁ, […]
Read More...

Advertisement