Indian Congress
ରାଜନୀତି  ଦେଶ- ବିଦେଶ 

ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା

ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା ଉତ୍ତରପ୍ରଦେଶ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ୟୁପିରେ ମହିଳା କାର୍ଡ ଖୋଲି ଦେଇଛି । ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଧାନସଭା ନିର୍ବାଚନକୁ ଜିତିବାକୁ ଚାହିଁଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ ବେଳେ ମହିଳାଙ୍କ ପାଇଁ ୪୦% ଆସନ ସଂରକ୍ଷିତ କରାଯିବ ବୋଲି ଆଜି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏପରି ଘୋଷଣା କରିଛନ୍ତି । କୌଣସି ପରିସ୍ଥିତିରେ ଦଳର ପୂର୍ବ […]
Read More...
ରାଜନୀତି  ଦେଶ- ବିଦେଶ 

ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ବିଜେପି ଛାଡ଼ିଲେ ଦୁଇ ମନ୍ତ୍ରୀ

ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ବିଜେପି ଛାଡ଼ିଲେ ଦୁଇ ମନ୍ତ୍ରୀ ଡେରାଡ଼ୁନ: ଅକ୍‌ଟୋବର ୧୧: ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ବିଜେପିରେ ଥିବା ଟାଣୁଆ ନେତା ଓ ତାଙ୍କ ପୁଅ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ କମିଟିର ମୁଖ୍ୟ ସଚିବ କେସି ବେଣୁଗୋପାଲ ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ରାତାରାତି ବଦଳି […]
Read More...

Advertisement