Indian Bowlers
ଖେଳ 

ଆଇପିଏଲରେ ହ୍ୟାଟ୍ରିକ

ଆଇପିଏଲରେ ହ୍ୟାଟ୍ରିକ By Shakti Prakash Nanda ନୂଆଦିଲ୍ଲୀ, ୧୬ା୫(ଏଜେନ୍ସି): ଆଇପିଏଲରେ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ଖୁବ କମ ବୋଲରଙ୍କୁ ମିଳିଛି । ହେଲେ ହ୍ୟାଟି୍ରକ ୱିକେଟ୍‌ ନେବାର ଅନୁଭବ ସ୍ୱତନ୍ତ୍ର । ୨୦୦୮ରୁ ଆରମ୍ଭ ଆଇପିଏଲ୍‌ ଆରମ୍ଭ ହୋଇଥିଲା । ୧୨ଟି ସଂସ୍କରଣ ମଧ୍ୟରେ ବୋଲର ୧୯ଥର ହ୍ୟାଟି୍ରକ ୱିକେଟ୍‌ ସଫଳତା ଲାଭ କରିଛନ୍ତି । ପ୍ରଥମ ସଂସ୍କରଣରେ ୩ଟି ହ୍ୟାଟି୍ରକ ଏବଂ ୨୦୧୯ ସଂସ୍କରଣରେ ୨ଟି ହ୍ୟାଟ୍ରିକ ୱିକେଟ୍‌ ସଫଳତା ମିଳିଥିଲା । ୭ଜଣ ଦ୍ରୁତ ବୋଲର […]
Read More...

Advertisement