India Woman Hockey Player
ଖେଳ  ଓଡ଼ିଶା 

Ranking ଅନୁଯାୟୀ ଷ୍ଟାଇପେଣ୍ଡ ମିଳୁ

Ranking ଅନୁଯାୟୀ ଷ୍ଟାଇପେଣ୍ଡ ମିଳୁ Report compiled and Edited by Shakti Prakash Nanda ସେ ଦୁଇ ଭାଇଙ୍କ ଅଲିଅଳି ସୁଭଦ୍ରା । ୧୨ ବର୍ଷ ଧରି ଭାରତୀୟ ମହିଳା ହକିର ମଉଡମଣି ସାଜିଥିଲେ । ଏବେ ରାଞ୍ଚି ରେଳବାଇ ବାଳକ ଦଳର କୋଚ୍‌ । ୫ଟି ବିଶ୍ୱକପ୍‌ ସାଙ୍ଗକୁ ଏସିଆନ୍‌ ଗେମ୍ସ, ଏସିଆ କପ୍‌, ଆଫ୍ରୋ-ଏସିଆନ୍‌ ଗେମ୍ସ ଆଦିରେ ଚମକିାର ପ୍ରଦର୍ଶନ କରି ସାରାବିଶ୍ୱକୁ ହତଚକିତ କରିଥିଲେ । ୨୦୦୯ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଡିଫେଣ୍ଡର ସମ୍ମାନ ମିଳିଥିଲା । […]
Read More...

Advertisement