india vs wasteindis
ଖେଳ 

ବାରବାଟୀରେ ଖେଳାହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍‌

ବାରବାଟୀରେ ଖେଳାହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍‌ କଟକ: ଅପ୍ରେଲ ୨୩: ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍। ଏହି ମ୍ୟାଚଟି କଟକ ବାରବାଟିରେ ହେବା ନେଇ ସୂଚନା ହେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ବି ବିସିସିଆଇ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ଥିବା ସୂଚନା ମିଳିଛି। ଖୁବଶୀଘ୍ର ଏ ସମ୍ପର୍କରେ ବିସିସିଆଇ ଘୋଷଣା କରିବ ବୋଲି ସମ୍ପାଦକ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଖେଳାଯିବାକୁଥିବା ଦ୍ୱିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଏବଂ […]
Read More...

Advertisement