india-vs-england-t20-world-cup-semifinal
ଖେଳ  ବିଶ୍ବ  ଦେଶ- ବିଦେଶ 

ଟି-ଟ୍ୱେଣ୍ଟି ସେମିଫାଇନାଲ : ଭାରତ ବିପକ୍ଷରେ ଟସ ଜିତି ଇଂଲଣ୍ଡ ର ବୋଲିଂ ନିଷ୍ପତି

ଟି-ଟ୍ୱେଣ୍ଟି ସେମିଫାଇନାଲ : ଭାରତ ବିପକ୍ଷରେ ଟସ ଜିତି ଇଂଲଣ୍ଡ ର ବୋଲିଂ ନିଷ୍ପତି ଆଡିଲେଡ : ଚାଲିଥିବା ବିଶ୍ୱକପ ଟି-ଟ୍ୱେଣ୍ଟି ମ୍ୟାଚ ର ଆଜି ଦ୍ଵିତୀୟ ସେମିଫାନଲ I ଆଜି ଦ୍ଵିତୀୟ ସେମିଫାଇନାଲ ରେ ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଇଣ୍ଡିଆ ଓ ଇଂଲଣ୍ଡ I ଆଜି ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ବ୍ୟାଟିଂ ପାଇଁ ପଡିଆକୁ ଓଲ୍ହାଇବ ଭାରତ । ଗତକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି । ନ୍ୟୁଜିଲାଣ୍ଡ ଟିମ୍‌କୁ ୭ […]
Read More...

Advertisement