India's GDP growth rate is 7.2% in the 2021-22 financial year
ବାଣିଜ୍ୟ  ଦେଶ- ବିଦେଶ 

୨୦୨୧-୨୨ ଆର୍ଥିକ ବର୍ଷରେ ଭ।ରତର ଜିଡିପି ଅଭିବୃଦ୍ଧି ହ।ର ୯.୨%

୨୦୨୧-୨୨ ଆର୍ଥିକ ବର୍ଷରେ ଭ।ରତର ଜିଡିପି ଅଭିବୃଦ୍ଧି ହ।ର ୯.୨% ନୂଆଦିଲ୍ଲୀ: ଜାନୁଆରୀ ୦୮: ୨୦୨୧-୨୨ ଆର୍ଥିକ ବର୍ଷରେ ଭ।ରତର ଜିଡିପି ଅଭିବୃଦ୍ଧି ହ।ର ୯ ଦଶମିକ ୫ ପ୍ରତିଶତ ହେବ ବୋଲି ପୂର୍ବରୁ ଆକଳନ କର।ଯ।ଇଥିଲ। । କିନ୍ତୁ ଏହି ଆକଳନରେ ସ।ମ।ନ୍ୟ ହ୍ର।ସ ପ।ଇ ୯ ଦଶମିକ ୨% ହେବ ବୋଲି ଅନୁମ।ନ କରିଛି ଜ।ତୀୟ ପରିସଂଖ୍ୟ।ନ ସଂସ୍ଥ।ନ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ୧୪୭ ଦଶମିକ ୫୪ଲକ୍ଷ କୋଟି ଟଙ୍କ। ହେବ ବୋଲି ଆକଳନ କର।ଯ।ଇଛି । ବିଶେଷ କରି […]
Read More...

Advertisement