india's covid odia news
ଦେଶ- ବିଦେଶ 

ଦେଶରେ ସୁସ୍ଥତା ହାର ବଢ଼ୁଛି

ଦେଶରେ ସୁସ୍ଥତା ହାର ବଢ଼ୁଛି ଦିଲ୍ଲୀ: ଜୁଲାଇ ୨୪: ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୮୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ଦେଶରେ ଏବେ ପର୍ଯ୍ୟନ୍ତ ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ଜଣ ସୁସ୍ଥ ହୋଇସାରିଲାଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୭ ଜଣ କରୋନା ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ୨.୨୨ ପ୍ରତିଶତ ରହିଥିଲା […]
Read More...

Advertisement