India recovery rate
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଉପର ମୁହାଁ ହେଉଛି ଦେଶର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୧୨ରୁ ଅଧିକ ସଂକ୍ରମିତ
Published On
By Samaya Live
ଦିଲ୍ଲୀ: ଜୁନ୍ ୨୦ : ଦେଶରେ କରୋନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୩ ଲକ୍ଷ ୦୯ ହଜାର ୪୭୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪, ୦୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ […]
ଦେଶର ବଢ଼ିଛି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାରକୁ ପାର୍ , ୫ ମୃତ
Published On
By Samaya Live
ଦିଲ୍ଲୀ: ଜୁନ୍ ୦୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଆଜି ୩ ହଜାର ୭୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୬୪ ହଜାର ୫୪୪ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୯ ହଜାର ୫୦୯ ଜଣ […]
୨୪ ଘଣ୍ଟାରେ ଦେଶରେ ୨,୦୨୨ କରୋନା ସଂକ୍ରମିତ ଚିହ୍ନଟ ଓ ୪୬ ମୃତ
Published On
By Samaya Live
ଦିଲ୍ଲୀ: ମେ ୨୩ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୦୨୨ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୩୮ ହଜାର ୩୯୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୪ ହଜାର ୮୩୨ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨, ୦୯୯ ଜଣ […]
୨୪ ଘଣ୍ଟାରେ ଦେଶରେ ୧,୮୨୯ କରୋନା ସଂକ୍ରମିତ ଚିହ୍ନଟ ଓ ୩୩ ମୃତ
Published On
By Samaya Live
ଦିଲ୍ଲୀ: ମେ ୧୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୮୨୯ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୨୭ ହଜାର ୧୯୯ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୨, ୫୪୯ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୮୭ ହଜାର ୨୫୯ ଜଣ କରୋନାରୁ ସୁସ୍ଥ […]
ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲା : ସୁସ୍ଥତା ହାର ୭୧.୬୧ % କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୫: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୬୫ ହଜାର ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ଭାରତ ରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଏବଂ ମୋଟ ଆରୋଗ୍ୟ ସଂଖ୍ୟା ୧୮ ଲକ୍ଷରୁ ଅଧିକ ଅର୍ଥାତ […]
ଦେଶରେ ୨୪ ଘଂଟାରେ ସର୍ବାଧିକ ୩୮,୯୦୨ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୯: ଭାରତରେ ୨୪ ଘଂଟାରେ ୩୮,୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୩ ଲକ୍ଷ ୭୩ ହଜାର ୩୭୯ ଜଣ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ୬ ଲକ୍ଷ ୭୭ ହଜାର ୪୨୩ ଜଣ ସୁସ୍ଥ ହେଇସାରିଛନ୍ତି I ଆରୋଗ୍ୟ ଲାଭ […]
ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୦୮,୯୯୩ ଜଣ ସଂକ୍ରମିତ ହେଇସାରିଲେଣି
Published On
By Samaya Live
ଭୁବନେଶ୍ୱର: ଜୁନ ୧୩: ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସୂଚନା ଅନୁସାରେ, ‘ 24 ଘଣ୍ଟା ମଧ୍ୟରେ ମୋଟ 7,135 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହିପରି, ଏପର୍ଯ୍ୟନ୍ତ ସମୁଦାୟ 1,54,329 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କୋଭିଡ-19 ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ ହାର 49.95% । ବର୍ତ୍ତମାନ କୋଭିଡ-19 ସକ୍ରିୟ ରୋଗୀଙ୍କ ସଂଖ୍ୟା 1,45,779 ଏବଂ ସମସ୍ତେ ସକ୍ରିୟ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି ।’ ଦେଶରେ ଏ ପର୍ଯ୍ୟନ୍ତ […]
କୋଭିଡ-19:ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୧୨:କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ […]

