india news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରବି ଫସଲର ଏମଏସପି ବୃଦ୍ଧି
Published On
By Samaya Live
ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨-୨୩ ମାର୍କେଟିଂ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଛନ୍ତି । ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ମସୁର ଡାଲି ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା […]
ବଢ଼ିଲା ଏଲ୍ପିଜି ଗ୍ୟାସ୍ ମୂଲ୍ୟ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧: ଏଲ୍ପିଜିର ଗ୍ୟାସ୍ର ମୂଲ୍ୟ ବଢ଼ିଛି । ମାସ ଆରମ୍ଭରୁ ମେୁଦ୍ରାସ୍ପୀତ ବୃଦ୍ଧି ପାଇଛି । ଆଜିଠାରୁ ସାରା ଦେଶରେ ଅଣ ସବ୍ସିଡି ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ଏଲ୍ପିଜିର ଦର ୨୫.୫୦ ପଇସା ବୃଦ୍ଧି କରାଯାଇଥିଲା । ତେବେ ୧୫ ଦିନ ମଧ୍ୟରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୦ ପଇସା ଯାଏଁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମୂଲ୍ୟ ଅନୁସାରେ […]
ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୧: କରୋନା ଟିକା ‘ଜାଇକୋଭ-ଡି’ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିର୍ଦ୍ଦେଶ (ଡିସିଜିଆଇ) । ବିଶେଷଜ୍ଞ କମିଟିଙ୍କର ସୁପାରିଶ ପରେ ଡିସିଜିଆଇ ଏହି ଟିକାକୁ ଅନୁମୋଦିତ କରିଥିଲେ । କୋଭାକ୍ସିନ୍ ପରେ ଏହା ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା । ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଦିଆଯାଇପାରିବ । ଏହି ଟିକା ତିନୋଟି ଡୋଜ୍ରେ ଦିଆଯିବ । ଜାଇକୋଭ-ଡି ଡିଏନ୍ଏ ଉପରେ ଆଧାରିତ ଟିକା ଅଟେ । […]
ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷାଫଳ, ପାସ୍ ହାର ୯୯.୦୪ ପ୍ରତିଶତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩: ଆଜି ସିବିଏସ୍ଇ ଦଶମ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୯୯.୦୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପାଇଁ ପଞ୍ଜୀକୃତ ହୋଇଥିବା ୨୦ ଲକ୍ଷ ୯୭ ହଜାର ୧୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଲକ୍ଷ ୭୬ ହଜାର ୯୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତ୍ରିଭେନ୍ଦ୍ରମ୍ ରିଜିଅନ୍ରେ ସର୍ବଧିକ ୯୯.୯୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୦.୩୫ ପ୍ରତିଶତରେ […]
ଦେଶରେ ଗତ ୨୪ ଘଣ୍ଟାରେ ୪୪,୨୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮୧୬୨୭୭ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିଲାବେଳେ, ସେମାନଙ୍କ ମଧ୍ୟରୁ ୪୪,୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨,୩୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମଗ୍ର ଦେଶରେ ସମୁଦାୟ ୩,୦୭,୪୩,୯୭୨ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି । ବର୍ତ୍ତମାନ ସୁସ୍ଥତା ହାର ୯୭.୩୮ ପ୍ରତିଶତ ରହିଛି । କରୋନାର ସମୁଦାୟ ସଂକ୍ରମିତଙ୍କ ୧.୨୮ ପ୍ରତିଶତ ବର୍ତ୍ତମାନ ଚିକିସିାଧୀନ ଅଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ […]

