INDIA METEOROLOGICAL DEPARTMENT
ଓଡ଼ିଶା 

ରାଜ୍ୟରେ ଶୀତର ପ୍ରକୋପ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଶୀତର ପ୍ରକୋପ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର: ଡିସେମ୍ବର ୨୦: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ବଢ଼ିବା ସହିତ ଦୁଇରୁ ତିନି ଦିନ ପର୍ଯ୍ୟ; ତାପମାତ୍ରା ୪ରୁ ୬ ଡିଗ୍ରୀ କମିବ ବୋଲି କୁହାଯାଇଛି । ଶୀତର ପ୍ରକୋପକୁ ନଜରେ ରଖି ୧୪ ଜିଲ୍ଲାରେ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଦେବଗଡ଼, ଢ଼େଙ୍କାନାଳ, ଭଦ୍ରକ, […]
Read More...
ଓଡ଼ିଶା 

ଡିସେମ୍ବର ୪ରେ ବାତ୍ୟା

ଡିସେମ୍ବର ୪ରେ ବାତ୍ୟା ଭୁବନେଶ୍ୱର: ନଭେମ୍ବର ୩୦: ଆସନ୍ତା ଡିସେମ୍ବର ୪ରେ ଓଡ଼ିଶାରେ ବତ୍ୟାର ସମ୍ଭାବନା ରହିଛି ବୋଲି ଆଜି ଆଇଏମ୍‌ଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଶନିବାର ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟର ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ । ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି […]
Read More...
ଓଡ଼ିଶା 

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ ଭୁବନେଶ୍ୱର: ସେପ୍‌ଟେମ୍ବର ୧୬: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହା ଛୋଟ […]
Read More...

Advertisement