india latest news
ଦେଶ- ବିଦେଶ 

ବୁଦ୍ଧ ଜୟନ୍ତୀ ଅବସରରେ ନେପାଳ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

ବୁଦ୍ଧ ଜୟନ୍ତୀ ଅବସରରେ ନେପାଳ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ: ମେ ୧୬: ବୁଦ୍ଧ ଜୟନ୍ତୀ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୁମ୍ବିନୀକୁ ଗ୍ରସ୍ତ କରିଛନ୍ତି । ଏନେଇ ମୋଦି କହିଛନ୍ତି, ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ । ନେପାଳ ଓ ଭାରତ ମଧ୍ୟରେ ସଭ୍ୟତାଗତ ଓ ବ୍ୟକ୍ତିଗତ ଜନସମ୍ପର୍କ ଆମ ନିବିଡ଼ ସମ୍ପର୍କର ଦୀର୍ଘସ୍ଥାୟୀ ଢାଞ୍ଚା । ଶତାବ୍ଦୀ ଶତାବ୍ଦୀ ଧରି ସୁଦୃଢ଼ ହେବା ସହ ଆମ ପୁରାତନ ଇତିହାସ ସହିତ […]
Read More...
ରାଜନୀତି 

ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ

ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ ଦିଲ୍ଲୀ: ସେପ୍‌ଟେମ୍ବର ୨୪: ବଲିଉଡ୍‌ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍‌ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁଜରାଟର ନାମୀଦାମୀ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ କେ ମେଣ୍ଟର’ ଦପକ୍ଷପରେ ବ୍ରାଣ୍ଡ ଆମ୍ବାସଡର କରିଥିଲା […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୩୧, ୨୨୨ କରୋନା ସଂକ୍ରମିତ ଓ ୪୨, ୯୪୨ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୩୧, ୨୨୨ କରୋନା ସଂକ୍ରମିତ ଓ ୪୨, ୯୪୨ ସୁସ୍ଥ ଦିଲ୍ଲୀ: ସେପ୍‌ଟେମ୍ବର ୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୨୨୨ ରହିଥିଲା ବେଳେ ୪୨, ୯୪୨ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ଯେ, ଆଜି ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାର ୮୬୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି । […]
Read More...

Advertisement