India data on coronavirus
ଦେଶ- ବିଦେଶ 

ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁନ ୧୯: ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩,୮୦,୫୩୨ କୁ ବୁଦ୍ଧି ପାଇଛି I ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୨,୫୭୩ ରେ ପହଂଚିଛି I ଅନ୍ୟପକ୍ଷରେ, ଦୁଇଲକ୍ଷ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଆଜି […]
Read More...

Advertisement