India data of COVID
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୪୯ ଲକ୍ଷ କୁ ବୃଦ୍ଧି: ଗୋଟିଏ ଦିନରେ ୨୮,୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୪୯ ଲକ୍ଷ କୁ ବୃଦ୍ଧି: ଗୋଟିଏ ଦିନରେ ୨୮,୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୨: ଭାରତରେ ୨୮,୬୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୪୯,୫୫୩ ରେ ପହଂଚିଛି I ସେଥିମଧ୍ୟରୁ ୨,୯୨,୨୫୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୫,୩୪,୬୨୦ ଜଣ ସୁସ୍ଥ ହେଇଛନ୍ତି I ଗତ ୨୪ ଘଂଟାରେ ୧୯,୨୩୫ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ସେହିପରି ୨୪ ଘଂଟାରେ ୫୫୧ ଜଣଙ୍କର ମୃତ୍ୟୁହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୨,୬୭୪ […]
Read More...

Advertisement