India crosses 2.5 lakh cases
ଦେଶ- ବିଦେଶ 

ଭାରତରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ଭାରତରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିଲା ଭୁବନେଶ୍ୱର: ଜୁନ ୮: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୯,୯୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ୪,୮୦୨ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏବେ ଭାରତରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଂଚିଛି I ସେଥିମଧ୍ୟରୁ, ୧,୨୪,୦୯୪ ଜଣ ସୁସ୍ଥ ହେଇସାରିଲେଣି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୨୦୬ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଥିବା ବେଳେ, […]
Read More...

Advertisement