India COVID update
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୪୧, ୯୬୫ ନୂଆ କେସ୍
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧: ଗତ କାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧,୯୬୫ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୮ ହଜାର ୧୮୧ ରହିଛି । ସୁସ୍ଥତା ହାର ୯୭.୫୧ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୩,୯୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ […]
ଦେଶରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମଣ ଚିହ୍ନଟ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୪: ଗତ ୨୪ ଘଣ୍ଟାରେ ଦେଶରେ ୪୨, ୬୨୫ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ୫୬୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ କୋଭିଡ ସଂକ୍ରମଣ ମାମଲା ୩କୋଟି ୧୭ ଲକ୍ଷ ୬୯ ହଜାର ୧୩୨ ରହିଛି । ସେହିପରି ଦେଶରେ ମୋଟ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୭ ରହିଛି । ୨୪ ଘଣ୍ଟାରେ ୩୬ ହଜାର ୬୬୮ ଜଣ କରୋନା […]
୨୪ ଘଣ୍ଟାରେ ଦେଶରେ କରୋନାରେ ୪୦ ହଜାର ୧୩୪ ଆକ୍ରାନ୍ତ ଏବଂ ୩୬,୯୪୬ ଜଣ ସୁସ୍ଥ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨: ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୯୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୮ଲକ୍ଷ ୫୭ ହଜାର ୪୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । ୪୦ ହଜାର ୧୩୪ ଜଣ ନୂଆ କରୋନା ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୩୭ ପ୍ରତିଶତ ରହିଥିଲାବେଳେ […]
ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩୭ ହଜାର ୨୯୧ ଜଣ ସୁସ୍ଥ
Published On
By Samaya Live
ଦିଲ୍ଲୀ: ଜୁଲାଇ ୩୧: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ୯୭.୩୭ ପ୍ରତିଶତ ସୁସ୍ଥତା ହାର ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୫୯୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । […]
ଦେଶରେ ଗତ ୨୪ ଘଣ୍ଟାରେ ୪୪,୨୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮୧୬୨୭୭ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିଲାବେଳେ, ସେମାନଙ୍କ ମଧ୍ୟରୁ ୪୪,୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨,୩୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମଗ୍ର ଦେଶରେ ସମୁଦାୟ ୩,୦୭,୪୩,୯୭୨ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି । ବର୍ତ୍ତମାନ ସୁସ୍ଥତା ହାର ୯୭.୩୮ ପ୍ରତିଶତ ରହିଛି । କରୋନାର ସମୁଦାୟ ସଂକ୍ରମିତଙ୍କ ୧.୨୮ ପ୍ରତିଶତ ବର୍ତ୍ତମାନ ଚିକିସିାଧୀନ ଅଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ […]
ଦେଶରେ ହ୍ରାସ ପାଉଛି କରୋନା
Published On
By Samaya Live
ଭୁବନେଶ୍ୱର: ଜୁଲାଇ୨୯: ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୭୨୮୭୯୫ ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୩୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୩୮୪୬୫ । କରୋନାରୁ ଏଯାଏଁ ଦେଶରେ ୩୦୭୦୧୬୧୨ ସୁସ୍ଥ ହେଲେଣି । ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଛି, ଯାହାକି ବର୍ତ୍ତମାନ ୯୭.୩୮ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭିଟି ହାର ୨.୩୮ ପ୍ରତିଶତ ରହିଥିବାବେଳେ […]
୨୪ ଘଣ୍ଟାରେ ଦେଶରେ ୩୯,୩୬୧ କରୋନାରେ ସଂକ୍ରମିତ, ୪୧୬ ମୃତ
Published On
By Samaya Live
ଦିଲ୍ଲୀ:ଜୁଲାଇ ୨୬: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୩୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୩୫ ହଜାର ୯୬୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩ କୋଟି ୦୫ ଲକ୍ଷ ୭୯ ହଜାର ୧୦୬ ଜଣ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୪୧୬ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ […]
ଦେଶରେ ସୁସ୍ଥତା ହାର ବଢ଼ୁଛି
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୪: ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୮୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ଦେଶରେ ଏବେ ପର୍ଯ୍ୟନ୍ତ ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ଜଣ ସୁସ୍ଥ ହୋଇସାରିଲାଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୭ ଜଣ କରୋନା ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ୨.୨୨ ପ୍ରତିଶତ ରହିଥିଲା […]
ଦେଶରେ ଗୋଟିଏ ଦିନରେ ୧୦୯୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ଦେଶରେ ଗତ ୨୪ ଘଂଟାରେ ୬୪ ହଜାର ୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୧୦୯୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଆଜି ସୁଦ୍ଧା ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୩ ରେ ପହଂଚିଛି I ସେହିପରି, ୨୪ ଘଂଟାରେ ମୃତ୍ୟୁବରଣ କରିଥିବା ୧୦୯୨ ଜଣଙ୍କୁ ମିଶାଇ, କରୋନା ଜନିତ ମୋଟ […]
କରୋନା ସଂକ୍ରମିତଙ୍କ ମୃତ୍ୟୁହାର ଏପ୍ରିଲ ତୁଳନାରେ ଏବେ ସର୍ବନିମ୍ନ 2.23 ପ୍ରତିଶତରେ ପହଞ୍ଚିଛି
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୨୯:କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ‘ପରୀକ୍ଷା, ଚିହ୍ନଟ, ଚିକିତ୍ସା’ ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର […]
ଦେଶରେ ଚିହ୍ନଟ ହେଲେ ୨୮,୭୦୧ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪ ରେ ପହଁଚିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୩: ଦେଶରେ କୋଭିଡ ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି I ଗତ ୨୪ ଘଂଟାରେ ଭାରତରେ ୨୮,୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮, ୭୮,୨୫୪ ରେ ପହଂଚିଛି I ସେଥିରୁ, ୫,୫୩,୪୭୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୩,୦୧,୬୦୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ […]
କୋଭିଡ-19:ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୧୨:କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ […]

