India Covid status
ଦେଶ- ବିଦେଶ 

ଦେଶରେ ୩୪ ଦିନ ଧରି ୩ ପ୍ରତିଶତ ରୁ କମ ରହୁଛି ଦୈନିକ ସଂକ୍ରମଣ ହାର

ଦେଶରେ ୩୪ ଦିନ ଧରି ୩ ପ୍ରତିଶତ ରୁ କମ ରହୁଛି ଦୈନିକ ସଂକ୍ରମଣ ହାର ଦିଲ୍ଲୀ: ଜୁଲାଇ ୨୫ : ଗତ ୨୪ ଘଣ୍ଟାରେ ଦେଶରେ ୩୯,୭୪୨ ଜଣ କରୋନା ରେ ସଂକ୍ରମିତ ହେଇଥିବା ବେଳେ ୩୯,୯୭୨ ଜଣ ସୁସ୍ଥ ହେଇଛନ୍ତି I ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୧୩,୭୧,୯୦୧ ଜଣ କରୋନା ରେ ଆକ୍ରାନ୍ତ ହେଇସାରିଥିବା ବେଳେ ମୋଟ ୩,୦୫,୪୩,୧୩୮ ଜଣ ସୁସ୍ଥ ହେଇସାରିଛନ୍ତି I ୨୪ ଘଂଟାରେ ୫୩୫ ଜଣଙ୍କର କରୋନା ରେ ମୃତ୍ୟୁ ହେଇଥିବା ବେଳେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୦,୫୫୧ କୁ ବୃଦ୍ଧି […]
Read More...

Advertisement