India corona cases
ଦେଶ- ବିଦେଶ 

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୫: ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି I ଗୋଟିଏ ଦିନରେ ୮୪୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ ରେ ପହଂଚିଛି I ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୪ ପ୍ରତିଶତରେ […]
Read More...
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ କୁ ବୃଦ୍ଧି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୩୧ ଲକ୍ଷ ୬ ହଜାର ୩୪୮ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୪: ଦେଶରେ ୨୪ ଘଂଟାରେ ୬୧ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ କୁ ବୃଦ୍ଧି ପାଇଛି I ସେହିପରି ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଏବଂ ସୁସ୍ଥ ହେଇସାରିଥିବା ମୋଟ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ୨୩ ଲକ୍ଷ ୩୮ ହଜାର ୦୩୫ ରେ ପହଂଚିଛି I […]
Read More...
ଦେଶ- ବିଦେଶ 

ଦେଶରେ ଚିହ୍ନଟ ହେଲେ ୫୨ ହଜାର ୫୦ ନୂଆ କୋଭିଡ ପଜିଟିଭ କେଶ

ଦେଶରେ ଚିହ୍ନଟ ହେଲେ ୫୨ ହଜାର ୫୦ ନୂଆ କୋଭିଡ ପଜିଟିଭ କେଶ ଭୁବନେଶ୍ୱର: ଦେଶରେ ୨୪ ଘଂଟାରେ ୫୨ ହଜାର ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮ ଲକ୍ଷ ୫୫ ହଜାର ୭୪୫ ରେ ପହଂଚିଛି I ଗୋଟିଏ ଦିନରେ ୮୦୩ ଜଣ ଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮, ୯୩୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟାରେ ୪୪ ହଜାର ୩୦୬ […]
Read More...
ଦେଶ- ବିଦେଶ 

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲା ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲା ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ କୁ ବୃଦ୍ଧି ଦିଲ୍ଲୀ: ଅଗଷ୍ଟ ୩: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୯୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୭୭୧ ଜଣଙ୍କ ମୃତ୍ୟୁ ହେଇଛି I ଏହା ସହ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୫ କୁ ବୃଦ୍ଧି ପାଇଛି I ସେହିଭଳି କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ ରେ ପହଂଚିଛି I ଏବେ ୫ ଲକ୍ଷ ୭୯ […]
Read More...
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା ଭୁବନେଶ୍ୱର: ଜୁଲାଇ ୦୨: ଦେଶରେ ଗତ ୨୪ ଘଂଟାରେ ୧୯,୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୦୪,୬୪୧ ରେ ପହଂଚିଛି I ସେହିପରି ଗତ ୨୪ ଘଂଟାରେ, ୪୩୪ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୃତ୍ୟୁସଂଖ୍ୟା ୧୭,୮୩୪ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୩,୫୯,୮୫୯ ଜଣ ସୁସ୍ଥ ହେଇସାରିଲେଣି ଏବଂ ୨,୨୬,୯୪୭ ଜଣ ଚିକିତ୍ସାଧୀନ ଅଛନ୍ତି […]
Read More...
ଦେଶ- ବିଦେଶ  ଓଡ଼ିଶା 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୯୦,୫୩୫ କୁ ବୃଦ୍ଧି; ସାରା ବିଶ୍ୱରେ ସପ୍ତମ ସ୍ଥାନରେ ଭାରତ

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୯୦,୫୩୫ କୁ ବୃଦ୍ଧି; ସାରା ବିଶ୍ୱରେ ସପ୍ତମ ସ୍ଥାନରେ ଭାରତ ଭୁବନେଶ୍ୱର: ଜୁନ ୦୧: ଭାରତ ରେ କରୋନା ରୋଗୀ ଙ୍କ ସଂଖ୍ୟା ୧,୯୦,୫୩୫ ରେ ପହଁଚିଲା I ଗତ କାଲି ପର୍ଯ୍ୟନ୍ତ, ଦେଶର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ଥିଲା ୧,୮୨,୧୪୩ I ତେଣୁ, ମାତ୍ର ୨୪ ଘଣ୍ଟାରେ, ୮,୩୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେହିପରି, ଗତ କାଲି ପର୍ଯ୍ୟନ୍ତ ଦେଶରେ ସୁସ୍ଥ ହେଇଥିଲେ ମୋଟ ୮୬,୯୮୩ ଜଣ I ଆଜି ଏ ସଂଖ୍ୟା ପହଂଚିଛି ୯୧,୮୧୮ ରେ I ତେଣୁ, ଗତ […]
Read More...
ଓଡ଼ିଶା 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧି; ସୁସ୍ଥ ହେଇସାରିଲେଣି ୮୬,୯୮୩ ଜଣ

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧି; ସୁସ୍ଥ ହେଇସାରିଲେଣି ୮୬,୯୮୩ ଜଣ ଭୁବନେଶ୍ୱର: ମେ ୩୧: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧିପାଇଛି l ସେଥିମଧ୍ୟରୁ ୮୬,୯୮୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮୯,୯୯୫ ଜଣ ଚିକିତ୍ସିତ ହେଉଛନ୍ତି l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ରିପୋର୍ଟ ଅନୁସାରେ, ଆଜି ପର୍ଯ୍ୟନ୍ତ, ଏ ରୋଗରେ ୫,୧୬୪ ଜଣଙ୍କର ମୃତ୍ୟୁ ହେଇଛି l ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସର୍ବାଧିକ ୬୫,୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୨୧,୧୮୪ ଜଣ, ଦିଲ୍ଲୀ ରେ […]
Read More...

Advertisement