india coeona news
ଦେଶ- ବିଦେଶ 

ଦେଶରେ ଗତ ୨୪ ଘଣ୍ଟାରେ ୪୪,୨୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୪୪,୨୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮୧୬୨୭୭ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିଲାବେଳେ, ସେମାନଙ୍କ ମଧ୍ୟରୁ ୪୪,୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨,୩୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମଗ୍ର ଦେଶରେ ସମୁଦାୟ ୩,୦୭,୪୩,୯୭୨ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି । ବର୍ତ୍ତମାନ ସୁସ୍ଥତା ହାର ୯୭.୩୮ ପ୍ରତିଶତ ରହିଛି । କରୋନାର ସମୁଦାୟ ସଂକ୍ରମିତଙ୍କ ୧.୨୮ ପ୍ରତିଶତ ବର୍ତ୍ତମାନ ଚିକିସିାଧୀନ ଅଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ […]
Read More...

Advertisement