India China Border
ଓଡ଼ିଶା 

ସୀମାରେ ସ୍ଥିତି ପରଖିବେ ପ୍ରତିରକ୍ଷାମନ୍ତ୍ରୀ

ସୀମାରେ ସ୍ଥିତି ପରଖିବେ ପ୍ରତିରକ୍ଷାମନ୍ତ୍ରୀ ନୂଆଦିଲ୍ଲୀ : ଜୁଲାଇ ୧୫:ଧିରେ ଧିରେ ଭାରତ-ଚୀନ ସୀମା ବିବାଦ ଥମିବାରେ ଲାଗିଛି । ଏଲ୍‌ଏସି ରୁ ପ୍ରାୟ ୨କିମି ପଛକୁ ହଟିଛି ଚୀନ ସେନା । ସବୁ ଉତେଜନା ପୂର୍ଣ୍ଣ ସ୍ଥାନ ଗୁଡିକରୁ ପର୍ଯ୍ୟାୟ କ୍ରମେ ପଛକୁ ହଟିବ ବୋଲି ଚୀନ ତରଫରୁ ସୂଚନା ମଧ୍ୟ ମିଳିଛି । ଏଥିପାଇଁ ମଙ୍ଗଳବାର କୋର କମାଣ୍ଡ ଲେଭଲ ବୌଠକ ମଧ୍ୟ ବସିଥିଲା । ଦୀର୍ଘ ୧୫ ଘଣ୍ଟାର ଧରି ବସିଥିବା ବୌଠକ ପରେ ଦୁଇ ଦେଶର ସେନା […]
Read More...

Advertisement