India Badminton Player
ଖେଳ 

ଟୋକିଓ ଅଲିମ୍ପିକ: ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ନକ ଆଉଟ ରାଉଣ୍ଡ ରେ ପ୍ରବେଶ କଲେ

ଟୋକିଓ ଅଲିମ୍ପିକ: ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି  ପିଭି ସିନ୍ଧୁ ନକ ଆଉଟ ରାଉଣ୍ଡ ରେ ପ୍ରବେଶ କଲେ ଟୋକିଓ: ଜୁଲାଇ ୨୮: ରିଓ ଅଲିମ୍ପିକ୍ସ ରେ ରୌପ୍ୟ ପଦକ ପାଇଥିବା ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବୁଧବାର ଟୋକିଓ ଅଲିମ୍ପିକ୍ ଗେମ୍ସରେ ମହିଳା ସିଙ୍ଗଲ୍ସ Round of 16 ରେ ପ୍ରବେଶ କରିଛନ୍ତି I ହଂକଂର ଚେଙ୍ଗ୍ ନାଗାନ୍ ୟୀଙ୍କୁ ପରାସ୍ତ କରିଛନ୍ତି ଏହି ପର୍ଯ୍ୟାୟ କୁ ଆସିଛନ୍ତି ଇ ଏହା ତାଙ୍କପାଇଁ Group J ର ଶେଷ ମ୍ୟାଚ I ସିନ୍ଧୁ ଉନ୍ନତ କୋର୍ଟ କଭରେଜ ଏବଂ angle ର ବ୍ୟବହାର କରି […]
Read More...

Advertisement