India agriculture news
ଦେଶ- ବିଦେଶ  କୃଷି 

କୃଷକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ଅଙ୍ଗୀକାର ,ଫସଲ ବୀମା ଯୋଜନାରେ ହେବ ପରିବର୍ତ୍ତନ

କୃଷକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ଅଙ୍ଗୀକାର ,ଫସଲ ବୀମା ଯୋଜନାରେ ହେବ ପରିବର୍ତ୍ତନ ନୂଆଦିଲ୍ଳୀ: ଜଳବାୟୁ ସଂକଟ ଏବଂ ଦ୍ରୁତ ବୈଷୟିକ ଅଗ୍ରଗତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି । କୃଷି ଓ କୃଷକ କଲ୍ୟାଣ ମନୋଜ ଅହୁଜା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଫସଲ ବୀମା ପାଇଁ ଚାହିଦା ବଢିବାର ସମ୍ଭାବନା ଅଛି ଏବଂ ସେଥିପାଇଁ ଆମକୁ ବହୁତ ଆବଶ୍ୟକ ପର୍ଯ୍ୟାପ୍ତ ବୀମା ଯୋଗାଇବା ପାଇଁ ଫସଲ ଏବଂ ଅନ୍ୟାନ୍ୟ ଗ୍ରାମୀଣ କୃଷି […]
Read More...
ଦେଶ- ବିଦେଶ  କୃଷି 

ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ

ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’ । ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି । କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- […]
Read More...

Advertisement