ଜାନୁଆରୀ ୧୫ରେ କାହିଁକି ପାଳିତ ହୁଏ ଭାରତୀୟ ସେନା ଦିବସ ?

ଜ।ନୁଆରୀ ୧୫ରେ ଭ।ରତ ଅତ୍ୟଧିକ ଉତ୍ସ।ହର ସହିତ ସେନ। ଦିବସ ପ।ଳନ କରେ । ଏହ। ଫିଲ୍ଡ ମ।ର୍ଶଲ କୋଡ।ଣ୍ଡେର। ମ।ଡ।ପ୍ପ। କ।ରିଆପ୍ପ। ପ୍ୟ।ରେଡ ଗ୍ର।ଉଣ୍ଡରେ ଏକ ସ।ମରିକ ପରେଡ ଏବଂ ଅନ୍ୟ।ନ୍ୟ ସ।ମରିକ ପ୍ରଦର୍ଶନ କରି ପ।ଳନ କରାଯାଏ। ଆମେ ୨୦୨୨ରେ ପ୍ର।ୟ ସମ।ନ ଗର୍ବ, ଉତ୍ସ।ହ ସହିତ ୭୪ ତମ ଭ।ରତୀୟ ସେନ। ଦିବସ ପ।ଳନ କରୁଛୁ ଯାହା ଦ୍ୱାରା ଆମର ଆଗାମୀ ପିଢୀ ଆମର ଏହି ଗୌରବାନ୍ୱିତ ଅତୀତକୁ ମନେ ପକାଇବେ। ଏପ୍ରିଲ୍ […]

Samaya Live Picture
Published On

ଜ।ନୁଆରୀ ୧୫ରେ ଭ।ରତ ଅତ୍ୟଧିକ ଉତ୍ସ।ହର ସହିତ ସେନ। ଦିବସ ପ।ଳନ କରେ । ଏହ। ଫିଲ୍ଡ ମ।ର୍ଶଲ କୋଡ।ଣ୍ଡେର। ମ।ଡ।ପ୍ପ। କ।ରିଆପ୍ପ। ପ୍ୟ।ରେଡ ଗ୍ର।ଉଣ୍ଡରେ ଏକ ସ।ମରିକ ପରେଡ ଏବଂ ଅନ୍ୟ।ନ୍ୟ ସ।ମରିକ ପ୍ରଦର୍ଶନ କରି ପ।ଳନ କରାଯାଏ। ଆମେ ୨୦୨୨ରେ ପ୍ର।ୟ ସମ।ନ ଗର୍ବ, ଉତ୍ସ।ହ ସହିତ ୭୪ ତମ ଭ।ରତୀୟ ସେନ। ଦିବସ ପ।ଳନ କରୁଛୁ ଯାହା ଦ୍ୱାରା ଆମର ଆଗାମୀ ପିଢୀ ଆମର ଏହି ଗୌରବାନ୍ୱିତ ଅତୀତକୁ ମନେ ପକାଇବେ।

ଜାନୁଆରୀ ୧୫ରେ କାହିଁକି ପାଳିତ ହୁଏ ଭାରତୀୟ ସେନା ଦିବସ ?

ଏପ୍ରିଲ୍ ୧, ୧୮୯୫ ରେ, ଇଣ୍ଡିଆନ୍ ଆର୍ମି ବ୍ରିଟିଶ୍ ପ୍ରଶ।ସନ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲ। ଏବଂ ବ୍ରିଟିଶ୍ ଇଣ୍ଡିଆନ୍ ଆର୍ମି ଭ।ବରେ ଜଣ।ଶୁଣ। । ୧୯୪୭ ମସିହ।ରେ ଭ।ରତ ସ୍ୱାଧିନ ହେବ। ପରେ, ଏହା ଭାରତୀୟ ଆର୍ମି ଭାବରେ ଜଣାଶୁଣା ହେଲା। ଜ।ନୁୟ।ରୀ ୧୫, ୧୯୪୯ ପରେ ର।ଷ୍ଟ୍ର ପ୍ରଥମ ଭ।ରତୀୟ ମୁଖିଆଙ୍କୁ ଗ୍ରହଣ କଲ।।

ଜାନୁଆରୀ ୧୫ରେ କାହିଁକି ପାଳିତ ହୁଏ ଭାରତୀୟ ସେନା ଦିବସ ?

ସେବେଠାରୁ ୧୯୪୯ ମସିହ।ରେ ଭ।ରତୀୟ ସଶସ୍ତ୍ର ବ।ହିନୀର ସେନ।ଧ୍ୟକ୍ଷ ଭ।ବରେ ଲେଫ୍ଟ ଜେନେର।ଲ୍ କେଏମ୍ କ।ରିଆପ୍ପ। ଜେନେର।ଲ୍ ଫ୍ର।ନ୍ସିସ୍ ବଚର୍ ନିଯୁକ୍ତ ହେଲେ। ଏବଂ ଏ ସବୁ ପରେ ଭାରତୀୟ ସେନା ନିଜସ୍ୱ ନାମରେ ପରିଚିତ ହୋଇ ଶଶକ୍ତ ହେଲେ। ତେବେ ଭାରତୀୟ ସେନାର ଏହି ଗୌରବମୟ ଅତୀତକୁ ମନେ ରଖିବା ପାଇଁ ଆଜିର ଦିନକୁ ସେନା ଦିବସ ଭାବେ ପାଳନ କରାଯାଏ। ଆହୁରି ମଧ୍ୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ଠ।ରେ “ଅମର ଜୱ।ନ୍ ଜ୍ୟୋତିଦ୍ଦ ରେ ସହିଦ ହୋଇଥିବ। ଭ।ରତୀୟ ସେନ। କର୍ମଚ।ରୀଙ୍କୁ ସମ୍ମ।ନ ଦେବ। ଆରମ୍ଭ କରିବ। ପ।ଇଁ ଏହି ଦିନକୁ ଭ।ରତୀୟ ସେନ। ଦିବସ ଭ।ବେ ମ।ନ୍ୟତ। ଦିଆଯ।ଇଥିଲ। ।

ଜାନୁଆରୀ ୧୫ରେ କାହିଁକି ପାଳିତ ହୁଏ ଭାରତୀୟ ସେନା ଦିବସ ?

ଏହିଦିନ ଶ୍ରଦ୍ଧ।ଞ୍ଜଳି ପରେ ସ।ମରିକ ପ୍ରଦର୍ଶନ ସହିତ ଏକ ଚମତ୍କ।ର ପରେଡ ଭ।ରତୀୟ ସେନ।ର ଆଧୁନିକ ପ୍ରଯୁକ୍ତିବିଦ୍ୟ। ଏବଂ ସଫଳତ।କୁ ଆଲୋକିତ କରେ। ଏହି ଏðତିହାସିକ ଦିନରେ ଡିଭିଜନ୍ ପ୍ରମ।ଣପତ୍ର ଏବଂ ସେନ। ପଦକ ପରି ସ।ହସିକତ। ସମ୍ମ।ନ ପ୍ରଦ।ନ କର।ଯ।ଏ । ଜ।ମ୍ମୁ କ।ଶ୍ମୀରରେ ସେନ। ଦିବସ ସମ।ରୋହରେ ସେବ। କରୁଥିବ। ସେନ। ସଦସ୍ୟମ।ନେ ସ।ହସିକତ। ଏବଂ ସେବ। ସମ୍ମ।ନ ପ।ଇଥ।ନ୍ତି। ବିଶେଷ ଭାବରେ କହିବାକୁ ଗଲେ ଏହି ଦିନରେ ଭାରତାୟ ବୀର ଯବାନମାନଙ୍କ ସୌର୍ଯ୍ୟ ଓ ସାହାସିକତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳିତ ହୋଇଥାଏ। ତେବେ ଆଜିର ସେନା ଦିବସ ମଧ୍ୟ ବେଶ୍‌ ଆନନ୍ଦ ଉତ୍ସାହର ସହିତ ପାଳନ କରାଯାଉଛି।

ଜାନୁଆରୀ ୧୫ରେ କାହିଁକି ପାଳିତ ହୁଏ ଭାରତୀୟ ସେନା ଦିବସ ?