ଇସଲ।ମ ଛ।ଡି ହିନ୍ଦୁ ଧର୍ମ ଗ୍ରହଣ କରିବେ ୱାସିମ୍ ରିଜଭୀ
ଲଖନଉ: ଡିସେମ୍ବର ୦୬: ଶିୟ। ସେଣ୍ଟ୍ର।ଲ ବେ।ର୍ଡର ପୂର୍ବତନ ଅଧ୍ୟକ୍ଷ ୱ।ସିମ୍ ରିଜଭୀ ଇସଲ।ମ ଛ।ଡି ହିନ୍ଦୁ ଧର୍ମ ଗ୍ରହଣ କରିବ।କୁ ଯ।ଉଛନ୍ତି। ତ।ଙ୍କୁ ହ।ସନ। ଦେବୀ ମନ୍ଦିରର ମହନ୍ତ ଯତି ନରସିଂହ।ନନ୍ଦ ମହ।ର।ଜ ସନ।ତନ ଧର୍ମ ଗ୍ରହଣ କର।ଇବେ। ଜ।ତୀୟ ଗଣମ।ଧ୍ୟମର ରିପେ।ର୍ଟ ଅନୁସ।ରେ ରିଜଭୀ ଆଜି ଗ।ଜିଆବ।ଦ ସ୍ଥିତ ହ।ସନ। ଦେବୀ ମନ୍ଦିର ପରିସରରେ ହିନ୍ଦୁ ଧର୍ମ ଗ୍ରହଣ କରିବେ। ୱ।ସିମ୍ ରିଜଭୀ କିଛି ଦିନ ପୂର୍ବରୁ ଏନେଇ ଘେ।ଷଣ। କରିଥିଲେ। ସେ କହିଥିଲେ […]
ଲଖନଉ: ଡିସେମ୍ବର ୦୬: ଶିୟ। ସେଣ୍ଟ୍ର।ଲ ବେ।ର୍ଡର ପୂର୍ବତନ ଅଧ୍ୟକ୍ଷ ୱ।ସିମ୍ ରିଜଭୀ ଇସଲ।ମ ଛ।ଡି ହିନ୍ଦୁ ଧର୍ମ ଗ୍ରହଣ କରିବ।କୁ ଯ।ଉଛନ୍ତି। ତ।ଙ୍କୁ ହ।ସନ। ଦେବୀ ମନ୍ଦିରର ମହନ୍ତ ଯତି ନରସିଂହ।ନନ୍ଦ ମହ।ର।ଜ ସନ।ତନ ଧର୍ମ ଗ୍ରହଣ କର।ଇବେ। ଜ।ତୀୟ ଗଣମ।ଧ୍ୟମର ରିପେ।ର୍ଟ ଅନୁସ।ରେ ରିଜଭୀ ଆଜି ଗ।ଜିଆବ।ଦ ସ୍ଥିତ ହ।ସନ। ଦେବୀ ମନ୍ଦିର ପରିସରରେ ହିନ୍ଦୁ ଧର୍ମ ଗ୍ରହଣ କରିବେ।

ୱ।ସିମ୍ ରିଜଭୀ କିଛି ଦିନ ପୂର୍ବରୁ ଏନେଇ ଘେ।ଷଣ। କରିଥିଲେ। ସେ କହିଥିଲେ ଯେ, ମୃତ୍ୟୁ ପରେ ତ।ଙ୍କୁ ହିନ୍ଦୁ ରୀତି ନୀତି ଅନୁସ।ରେ ଅନ୍ତିମ ସଂସ୍କ।ର କର।ଯ।ଉ। ନରସିଂହ।ନନ୍ଦ ତ।ଙ୍କର ଚିତ।ଙ୍କୁ ଅଗ୍ନି ଦିଅନ୍ତୁ। ରିଜଭୀ ଏକ ଭିଡିଓ ଜ।ରି କରି କହିଥିଲେ ଯେ, ମେ।ତେ ହତ୍ୟ। ଓ ଗଳ। କ।ଟିବ।କୁ ଷଡ଼ଯନ୍ତ୍ର ଚ।ଲିଛି। ମୁସଲମ।ନ ମ।ନେ ମେ।ତେ ହତ୍ୟ। କରିବ।କୁ ଚ।ହୁଁଛନ୍ତି। ମେ।ତେ କୌଣସି କବ୍ରିସ୍ତ।ନରେ ଜ।ଗ। ଦେବେ ନ।ହିଁ। ଏଥି ପ।ଇଁ ମୃତ୍ୟୁ ପରେ ମେ।ର ଶରୀରକୁ ଅନ୍ତିମ ସଂସ୍କ।ର ଦିଆଯ।ଉ । ତେବେ ଏପରି ମାରଣାନ୍ତକ ଧମକ୍ ପରେ ସେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଏପରି କରୁଥିବା ସୂଚନା ରହିଛି।




