ୟୁଜିସି ନେଟ ପରୀକ୍ଷା ସ୍ଥଗିତ: ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରିବ ଏନ୍ଟିଏ
ନୂଆଦିଲ୍ଲୀ:UGC-NET ପରୀକ୍ଷା ସ୍ଥଗିତ ରଖିଲା ଏନ୍ଟିଏ।୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ କୁହା ଯାଇଛି। ତେବେ କେବେ ପରୀକ୍ଷା ହେବ ସେ ନେଇ ପରବର୍ତ୍ତୀ ସମୟରେ ଜଣାପଡିବ। ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରିବ ଏନ୍ଟିଏ। ୧୬ରେ ହେବାକୁ ଥିବା ପରୀକ୍ଷା ସୂଚୀ ଅନୁଯାୟୀ ହେବ।

Tags: