ପାକିସ୍ତାନୀଙ୍କୁ ପାନେ ଦେଲେ ସସ୍ମିତ ପାତ୍ର

ସମୟ ଲାଇଭ,୨୧/୧୦:  ଦେଶର ସନ୍ମାନର କଥା ଆସିଲେ କିଏ ବା ଗର୍ବ ଅନୁଭବ ନକରେ। ଆଉ ଯେତେବେଳେ ଦେଶ ଓ ମାତୃଭୂମି ଉପରେ କିଏ ଆଙ୍ଗୁଳି ଉଠାଏ ଆମ ରକ୍ତ ଗରମ ହୋଇପାଏ। ଏଭଳି ଏକ ଘଟଣା ଘଟିଛି ସସ୍ମିତ ପାତ୍ର ଆଉ ପାକିସ୍ତାନୀ ନେତା ରେହେମାନ ମଲିକଙ୍କ ମଧ୍ୟରେ। ରେହେମାନ ଯେତେବେଳେ ଆମ ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଟ୍ୱିଟରରେ ବିଷୋଦଗାର କରିଥିଲେ ତାଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ଏମ୍‍ପି ତଥା ରାଜ୍ୟସଭା ସାସଂଦ […]

Samaya Live Picture
Published On

ସମୟ ଲାଇଭ,୨୧/୧୦:  ଦେଶର ସନ୍ମାନର କଥା ଆସିଲେ କିଏ ବା ଗର୍ବ ଅନୁଭବ ନକରେ। ଆଉ ଯେତେବେଳେ ଦେଶ ଓ ମାତୃଭୂମି ଉପରେ କିଏ ଆଙ୍ଗୁଳି ଉଠାଏ ଆମ ରକ୍ତ ଗରମ ହୋଇପାଏ। ଏଭଳି ଏକ ଘଟଣା ଘଟିଛି ସସ୍ମିତ ପାତ୍ର ଆଉ ପାକିସ୍ତାନୀ ନେତା ରେହେମାନ ମଲିକଙ୍କ ମଧ୍ୟରେ। ରେହେମାନ ଯେତେବେଳେ ଆମ ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଟ୍ୱିଟରରେ ବିଷୋଦଗାର କରିଥିଲେ ତାଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ଏମ୍‍ପି ତଥା ରାଜ୍ୟସଭା ସାସଂଦ ସସ୍ମିତ ପାତ୍ର। ନିଜ ଟ୍ୱିଟର ଆକାଉଣ୍ଟରେ ଭାରତକୁ ମିଛୁଆ କହିବା ସହ ଭାରତରେ ହିଂ ଆତଙ୍କବାଦ ସୃଷ୍ଟି ହେଉଛି ବୋଲି ରେହେମାନ୍‍ କହିଥିଲେ। ଏହାର ମୁହଂତୋଡ ଜବାବ ଦେଇଛନ୍ତି ସସ୍ମିତ। ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ମାଟିରେ ହିଂ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ପାଇଁ ସେ ଯଥେଷ୍ଟ।

Tags: