ବଦଳିଲା ଏୟାର ଇଣ୍ଡିଆ ବିମାନ ଗତିପଥ
ନୂଆଦିଲ୍ଲୀ:ମିଜାଇଲ୍ ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା। ଦିଲ୍ଲୀରୁ ତେଲ୍ ଆଭିଭ୍ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଗଲା । ତେଲ ଆଭିଭ୍ ନିକଟରେ ମିଜାଇଲ୍ ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା।ତେଲ୍ ଆଭିଭ୍ରେ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ ଅବୁ ଧାବି ଗଲା। ତେଲ୍ ଆଭିଭ୍ରୁ ଦିଲ୍ଲୀ ଫେରିବାକୁ ଥିବା ବିମାନର ଉଡ଼ାଣ ବାତିଲ୍ ହୋଇଛି।

Tags: