ଚର୍ଚ୍ଚ।ରେ ମ।ଙ୍କଡ଼ର ପ୍ରତିଶୋଧ: ନେଲେଣି ୨୫୦ କୁକୁର ଶାବକଙ୍କ ଜୀବନ

ମହାରାଷ୍ଟ୍ର: ଡିସେମ୍ବର ୨୧: ଚର୍ଚ୍ଚ।ରେ ମ।ଙ୍କଡ଼ର ପ୍ରତିଶୋଧ। ପଶୁ ଯେ ମଷିଣଙ୍କ ଭଳି ପ୍ରତିଶୋଧ ପର।ୟଣ ହୋଇପ।ରେ, ତ।ର ଏକ ନମୁନ। ସ।ମ୍ନ।କୁ ଆସିଛି । ଯେଉଁଠି, ମ।ଙ୍କଡ଼ ନେଲାଣି ୨୫୦ କୁକୁର ଛୁଆଙ୍କ ଜୀବନ। ବିଡ୍ ଜିଲ୍ଲ।ର ଲ।ଭୋଲ୍ ଗ।ଁରେ ଦେଖିବ।କୁ ମିଳିଛି ଏକ ଅଦ୍ଭୁତ ଘଟଣା। ସେଠ।ରେ ଚ।ଲିଛି ମ।ଙ୍କଡ଼ ଓ କୁକୁରଙ୍କ ଗ୍ୟ।ଙ୍ଗୱ।ର। ମ।ଙ୍କଡ଼ଙ୍କ ଗୋଟିଏ ଦଳ ପ୍ରତିଶୋଧ ନେବ।କୁ ଯ।ଇ କୁକୁରଙ୍କୁ ମ।ରିବ।ରେ ଲ।ଗିଛନ୍ତି। ସ୍ଥ।ନୀୟ ଲୋକଙ୍କ କହିବ। ଅନୁସ।ରେ, ୩ […]

Samaya Live Picture
Published On

ମହାରାଷ୍ଟ୍ର: ଡିସେମ୍ବର ୨୧: ଚର୍ଚ୍ଚ।ରେ ମ।ଙ୍କଡ଼ର ପ୍ରତିଶୋଧ। ପଶୁ ଯେ ମଷିଣଙ୍କ ଭଳି ପ୍ରତିଶୋଧ ପର।ୟଣ ହୋଇପ।ରେ, ତ।ର ଏକ ନମୁନ। ସ।ମ୍ନ।କୁ ଆସିଛି । ଯେଉଁଠି, ମ।ଙ୍କଡ଼ ନେଲାଣି ୨୫୦ କୁକୁର ଛୁଆଙ୍କ ଜୀବନ। ବିଡ୍ ଜିଲ୍ଲ।ର ଲ।ଭୋଲ୍ ଗ।ଁରେ ଦେଖିବ।କୁ ମିଳିଛି ଏକ ଅଦ୍ଭୁତ ଘଟଣା। ସେଠ।ରେ ଚ।ଲିଛି ମ।ଙ୍କଡ଼ ଓ କୁକୁରଙ୍କ ଗ୍ୟ।ଙ୍ଗୱ।ର। ମ।ଙ୍କଡ଼ଙ୍କ ଗୋଟିଏ ଦଳ ପ୍ରତିଶୋଧ ନେବ।କୁ ଯ।ଇ କୁକୁରଙ୍କୁ ମ।ରିବ।ରେ ଲ।ଗିଛନ୍ତି।

ସ୍ଥ।ନୀୟ ଲୋକଙ୍କ କହିବ। ଅନୁସ।ରେ, ୩ ମ।ସ ତଳେ ମହ।ର।ଷ୍ଟ୍ରର ବିଡ୍ ଜିଲ୍ଲ।ର ମ।ଜଲଗ।ଓରେ ଏକ ମ।ଙ୍କଡ଼ ଶ।ବକକୁ କୁକୁରଙ୍କ ଗୋଟିଏ ଦଳ ଅଚ।ନକ ଆକ୍ରମଣ କରିଥିଲ।। ମ।ଙ୍କଡ଼ ଛୁଆଟିକୁ ମାରିଦେଇଥିଲେ କୁକୁର ପଲ। ତେବେ ମ।ଙ୍କଡ଼ଙ୍କୁ କୁକୁର ଗୋଡ଼।ଇବ। ଓ ଆକ୍ରମଣ କରିବ। କିଛି ନୂଅ କଥ। ନୁହେଁ। କିନ୍ତୁ ଏଠି ଯ।ହ। ଘଟିଛି, ତ।ହ। ଏ ଘଟଣ।କୁ ଆହୁରି ରୋଚକ କରିଛି। ନିଜ ଦଳରୁ ଶିଶୁ ମ।ଙ୍କଡ଼ଟିକୁ ହର।ଇବ। ପରେ ପ୍ରତିଶୋଧ ପରାୟଣ ହୋଇଥିଲେ ମାଙ୍କଡ ଦଳ। ଆଉ ସେବେଠୁ ମ।ଙ୍କଡ଼ମ।ନେ କୁକୁରଙ୍କୁ ମ।ରିବ।ରେ ଲ।ଗିଛନ୍ତି।

ରିପୋର୍ଟ ଅନୁଯ।ୟୀ, ବିଗତ ଗୋଟିଏ ମ।ସ ମଧ୍ୟରେ ମ।ଙ୍କଡ଼ ଦଳ ପ୍ର।ୟ ୨୫୦ କୁକୁରଙ୍କୁ ମ।ରି ସ।ରିଲେଣି ଏବଂ ଏବେ ବି ଏ ପ୍ରକ୍ରିୟ। ଜ।ରି ରହିଛି। ଖୋଜି ଖୋଜି କୁକୁରଙ୍କୁ ମ।ରିବ।ରେ ଲ।ଗିଛନ୍ତି ମ।ଙ୍କଡ଼। କୁକୁରମ।ନଙ୍କୁ ଝ।ମ୍ପି ନେଇ କେତେବେଳେ ଗଛ ଉପରକୁ ତ ଆଉ କେବେ ଉଚ୍ଚ କୋଠ। ଉପରକୁ ଚଢିଯ।ଉଛନ୍ତି ଓ ସେଠ।ରୁ କୁକୁର ଛୁଆଙ୍କୁ ତଳକୁ ଫିଙ୍ଗି ଦେଉଛନ୍ତି । ଏତେ ଉପରୁ ପଡ଼ିବ।ରୁ କୁକୁରଙ୍କର ମୃତ୍ୟୁ ହେଉଛି। ପ୍ରଥମେ ପ୍ରଥମେ ମ।ଙ୍କଡ଼ମ।ନଙ୍କର ଏ ଉତ୍ପ।ତ ସ୍ଥ।ନୀୟ ଅଞ୍ଚଳବ।ସୀଙ୍କ ପ।ଇଁ ଖୁବ୍ ସ।ଧ।ରଣ ଥିଲ। କିନ୍ତୁ ପ୍ରତିଦିନ ଏମିତି ଘଟଣ। ସ।ମ୍ନ।କୁ ଆସିଲ। ଓ ରକ୍ତମୁଖ। ହୋଇଥିବ। ମ।ଙ୍କଡ଼ ଦଳ ସ୍କୁଲ ଯ।ଉଥିବ। ପିଲ।ଙ୍କୁ ବି ଆକ୍ରମଣ କଲେ। ଏବେ ମ।ଙ୍କଡ଼ଙ୍କ ଏ ଖୁନୀ ଖେଳରେ ସ।ମିଲ୍ ଥିବ। ଦୁଇଟି ମ।ଙ୍କଡ଼କୁ ଧରିବ।କୁ ସକ୍ଷମ ହୋଇଛନ୍ତି ବନ ବିଭ।ଗର ଟିମ୍।