ତାମିଲନାଡ଼ୁରେ ଲଗାଣ ବର୍ଷା, ମାଟି ଧସି ୧୫ ମୃତ

ସମୟ ଲାଇଭ୍‍,୨/୧୧: ତାମିଲନାଡ଼ୁରେ ଲାଗି ରହିଛି ଲଗାଣ ବର୍ଷା। ତେବେ ବର୍ଷା ଯୋଗୁଁ ମାଟି ଧସିଯିବା ସହ ୧୦ ଜଣ ମହିଳାଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଗଛ ମଧ୍ୟ ଉପୁଡ଼ିପଡ଼ିଛି। ତାମିଲନାଡ଼ୁ ପରି ପୁଦୁଚେରୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷାଜନତି କ୍ଷୟକ୍ଷତିକୁ ନଜର ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଦୁଇଦିନ ପାଇଁ ରାଜ୍ୟରେ ଦୁଇଦିନ ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି […]

Samaya Live Picture
Published On

ସମୟ ଲାଇଭ୍‍,୨/୧୧: ତାମିଲନାଡ଼ୁରେ ଲାଗି ରହିଛି ଲଗାଣ ବର୍ଷା। ତେବେ ବର୍ଷା ଯୋଗୁଁ ମାଟି ଧସିଯିବା ସହ ୧୦ ଜଣ ମହିଳାଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଗଛ ମଧ୍ୟ ଉପୁଡ଼ିପଡ଼ିଛି। ତାମିଲନାଡ଼ୁ ପରି ପୁଦୁଚେରୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷାଜନତି କ୍ଷୟକ୍ଷତିକୁ ନଜର ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଦୁଇଦିନ ପାଇଁ ରାଜ୍ୟରେ ଦୁଇଦିନ ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ବର୍ଷା ଯୋଗୁଁ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Tags: