ରାଫେଲ ବିବାଦରେ କେନ୍ଦ୍ରସରକାରଙ୍କର ବିଜୟ

ସମୟ ଲାଇଭ,୧୪/୧୧:ବହୁଚର୍ଚ୍ଚିତ ରାଫେଲ ଘଟଣାକୁ ନେଇ ଆଜି ସୁପିମକୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି। ୨୦୧୮ ମସିହାରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଆଜି ସୁପ୍ରିମକୋର୍ଟ ଏହାର ପୁର୍ନବିଚାର ଆବେଦନର ଶୁଣାଣି କରିବାକୁ ଯାଇ ରାଫେଲ୍ ଡିଲ୍ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ କହି ରାଜନୈତିକ ସମାଲୋଚନା କରିଥିବା ରାହୁଲ୍ ଗାନ୍ଧୀଙ୍କ ବିରୋଧରେ […]

Samaya Live Picture
Published On

ସମୟ ଲାଇଭ,୧୪/୧୧:ବହୁଚର୍ଚ୍ଚିତ ରାଫେଲ ଘଟଣାକୁ ନେଇ ଆଜି ସୁପିମକୋର୍ଟ ଶୁଣାଇଛନ୍ତି ବଡ ନିଷ୍ପତ୍ତି। ୨୦୧୮ ମସିହାରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଆଜି ସୁପ୍ରିମକୋର୍ଟ ଏହାର ପୁର୍ନବିଚାର ଆବେଦନର ଶୁଣାଣି କରିବାକୁ ଯାଇ ରାଫେଲ୍ ଡିଲ୍ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ କହି ରାଜନୈତିକ ସମାଲୋଚନା କରିଥିବା ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

Tags: