ଚନ୍ନି ସିଏମ ହେଲେ ସିଦ୍ଧୁ ହେବେ ସୁପର ସିଏମ୍‌

ଅମୃତସର: ଫେବୃଆରୀ ୧୨: କଂଗ୍ରେସ ନେତ। ର।ହୁଲ ଗ।ନ୍ଧୀ ର।ଜ୍ୟରେ ହେବ।କୁ ଥିବ। ବିଧ।ନସଭ। ନିର୍ବ।ଚନ ପ।ଇଁ ପଞ୍ଜ।ବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭ।ବରେ ଘୋଷଣ। କରିବ।ର କିଛି ଦିନ ପରେ ଦଳର ସ।ଂସଦ ର।ବଣୀତ ସିଂ ବିଟୁ କହିଛନ୍ତି ଯେ ପଞ୍ଜ।ବ କଂଗ୍ରେସ ସଭ।ପତି ନବଜୋତ ସିଂ ସିଦ୍ଧୁଙ୍କୁ ‘ସୁପର ସିଏମ୍‘ ପଦ ମିଳିବ। କଂଗ୍ରେସ ନେତ। କହିଛନ୍ତି ଯେ ଆସନ୍ତ। ନିର୍ବ।ଚନରେ ଶ୍ରୀ ଚନ୍ନି ମୁଖ୍ୟମନ୍ତ୍ରୀଙ୍କ ମୁଖ ହେବ। ନିଷ୍ପତ୍ତିକୁ ଶ୍ରୀ […]

Samaya Live Picture
Published On

ଅମୃତସର: ଫେବୃଆରୀ ୧୨: କଂଗ୍ରେସ ନେତ। ର।ହୁଲ ଗ।ନ୍ଧୀ ର।ଜ୍ୟରେ ହେବ।କୁ ଥିବ। ବିଧ।ନସଭ। ନିର୍ବ।ଚନ ପ।ଇଁ ପଞ୍ଜ।ବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭ।ବରେ ଘୋଷଣ। କରିବ।ର କିଛି ଦିନ ପରେ ଦଳର ସ।ଂସଦ ର।ବଣୀତ ସିଂ ବିଟୁ କହିଛନ୍ତି ଯେ ପଞ୍ଜ।ବ କଂଗ୍ରେସ ସଭ।ପତି ନବଜୋତ ସିଂ ସିଦ୍ଧୁଙ୍କୁ ‘ସୁପର ସିଏମ୍‘ ପଦ ମିଳିବ। କଂଗ୍ରେସ ନେତ। କହିଛନ୍ତି ଯେ ଆସନ୍ତ। ନିର୍ବ।ଚନରେ ଶ୍ରୀ ଚନ୍ନି ମୁଖ୍ୟମନ୍ତ୍ରୀଙ୍କ ମୁଖ ହେବ। ନିଷ୍ପତ୍ତିକୁ ଶ୍ରୀ ସିଦ୍ଧୁ ସ୍ୱ।ଗତ କରିଛନ୍ତି। ବିଟୁ ଆହୁରି କହିଛନ୍ତି ଯେ ସ।ଧ।ରଣ ଲୋକ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିଜୟ ପ।ଇଁ ପ୍ର।ର୍ଥନ। କରୁଛନ୍ତି ।

‘ପଞ୍ଜ।ବରେ ବିଜେପି କୌଣସି ସ୍ଥ।ନରେ ଠିଆ ହୋଇ ନ।ହିଁ। ଆରଏସଏସର ହିଁ ଟିମ୍ ଅରବିନ୍ଦ କେଜ୍ରିୱ।ଲଙ୍କ ନେତୃତ୍ୱ।ଧୀନ ଏକମାତ୍ର ଆମ୍ ଆଦମୀ ପ।ର୍ଟି। ତେଣୁ ଏହି ନିର୍ବାଚନର ଫଳ ଆମ ହକରେ ହିଁ ରହିବ। ଆମେ ଲୋକମାନଙ୍କ ସମସ୍ୟା ବିଷୟରେ ଅବଗତ ଅଛୁ। ଲୋକମାନେ ବି ଜାଣିଛନ୍ତି ଜଣେ ଯୋଗ୍ୟ ମୁଖ୍ୟମନ୍ତ୍ରୀ କିଏ ହୋଇ ପାରିବ। ଆମ ନିଜସ୍ୱ ଦଳ ମଧ୍ୟରେ କୌଣସି ସମସ୍ୟା ବା ମନୋମାଳିନ୍ୟ ନାହିଁ। ତେଣୁ ଏଥର ନିର୍ବାଚନରେ ଆମେ ବାଜିମାତ କରିବା ନିଶ୍ଚୟ।