ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ସମୟ ଲାଇଭ୍‍,୨୫/୧୧:  ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିଦ ଓଡ଼ିଶା ଗସ୍ତରେ ଆସିବେ। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‍ ଜୁବଲି ଅବସରରେ ଆୟାଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ତେବେ ଏହି ଗସ୍ତରେ ଅନ୍ୟାନ୍ୟ କ’ଣ କାର୍ଯ୍ୟକ୍ରମ ରହିଛି ତାହା ଅସ୍ପଷ୍ଟ ରହିଛି।

Samaya Live Picture
Published On

Tags: