ମହାକୁମ୍ଭ ମେଳା ପାଇଁ ଉତ୍ସବ ମୁଖର ପ୍ରୟାଗରାଜ

ସମୟ ବ୍ୟୁରୋ:ମହାକୁମ୍ଭ ୨୦୨୫ ପାଇଁ ଉତ୍ସବ ମୁଖର ପ୍ରୟାଗରାଜ। ଦୁନିଆର ସବୁଠାରୁ ବଡ ଧାର୍ମିକ ସମାବେଶରେ ସାମିଲ ହେବେ ଲକ୍ଷାଧିକ ସାଧୁ ସନ୍ଥ, ଧର୍ମଗୁରୁ ଓ ତୀର୍ଥ ଯାତ୍ରୀ । ରାତିରେ ଆଲୋକମାଳାରେ ଝଟକୁଛି ପ୍ରୟାଗରାଜ। କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା। ଏଥର ପ୍ରୟାଗରାଜ ଏହି […]

Samaya Live Picture
Published On

ସମୟ ବ୍ୟୁରୋ:ମହାକୁମ୍ଭ ୨୦୨୫ ପାଇଁ ଉତ୍ସବ ମୁଖର ପ୍ରୟାଗରାଜ। ଦୁନିଆର ସବୁଠାରୁ ବଡ ଧାର୍ମିକ ସମାବେଶରେ ସାମିଲ ହେବେ ଲକ୍ଷାଧିକ ସାଧୁ ସନ୍ଥ, ଧର୍ମଗୁରୁ ଓ ତୀର୍ଥ ଯାତ୍ରୀ । ରାତିରେ ଆଲୋକମାଳାରେ ଝଟକୁଛି ପ୍ରୟାଗରାଜ। କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା। ଏଥର ପ୍ରୟାଗରାଜ ଏହି ବଡ ମେଳା ପାଇଁ ସଜେଇ ହୋଇଛି। ରାତିରେ ଆଲୋକ ମାଳରେ ପୁରା ଅଞ୍ଚଳ ଝଲସି ଉଠୁଛି।

୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ପ୍ରାର୍ଥନା ମହାକୁମ୍ବ ମେଲା ଆୟୋଜିତ ହେବାକୁ ଯାଉଛି। ଦେଶ ତଥା ବିଶ୍ୱର କୋଟି କୋଟି ଭକ୍ତ ଏହି ମହାମେଳାରେ ଭାଗ ନେବାକୁ ଅପେକ୍ଷା କରି ରହିଛନ୍ତି।

Tags: