ଜାନୁଆରୀରୁ ଆରମ୍ଭ ଜନଗଣନା

ସମୟ ଲାଇଭ୍‍,୫/୩: ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ। ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଥିବା ଗୃହ ସଂଖ୍ୟାକୁ ମଧ୍ୟ ଗଣନାରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଜନଗଣନା ପ୍ରକ୍ରିୟା ଆସନ୍ତା ଜାନୁଆରୀରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

Samaya Live Picture
Published On

Tags: