ଶିରିଡି ସାଇ ମନ୍ଦିରକୁ ସାଇଭକ୍ତ ଦେଲେ ୨ କୋଟିର ସୁନା ପଟି
ହାଇଦ୍ରାବାଦ: ମଇ ୧୯: ହାଇଦ୍ରାବାଦର ଜଣେ ସାଇ ଭକ୍ତ ଦାନ କଲେ ଦୁଇ କୋଟିର ସୁନା ପଟି । ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିରକୁ ୨ କୋଟି ଟଙ୍କା ମୂଲ୍ୟର ସୁନାରେ ର୍ନିମିତ ଏକ ପଟି ଦାନ କରିଛନ୍ତି । ତେବେ ଆଜି ମନ୍ଦିର କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଭକ୍ତ ପାର୍ଥ ସାରଥୀ ରେzୀ ୨୦୧୬ରୁ ସାଇବାବା ପ୍ରତିମାଙ୍କ ସିଂହାସନ ପାଇଁ ସୁନା ପଟି ଦାନ କରିବାକୁ ଚାହୁଁଥିଲେ, […]
ହାଇଦ୍ରାବାଦ: ମଇ ୧୯: ହାଇଦ୍ରାବାଦର ଜଣେ ସାଇ ଭକ୍ତ ଦାନ କଲେ ଦୁଇ କୋଟିର ସୁନା ପଟି । ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିରକୁ ୨ କୋଟି ଟଙ୍କା ମୂଲ୍ୟର ସୁନାରେ ର୍ନିମିତ ଏକ ପଟି ଦାନ କରିଛନ୍ତି । ତେବେ ଆଜି ମନ୍ଦିର କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଭକ୍ତ ପାର୍ଥ ସାରଥୀ ରେzୀ ୨୦୧୬ରୁ ସାଇବାବା ପ୍ରତିମାଙ୍କ ସିଂହାସନ ପାଇଁ ସୁନା ପଟି ଦାନ କରିବାକୁ ଚାହୁଁଥିଲେ, କି;ୁ କୋଭିଡ ୧୯ ମହାମାରୀ ହେତୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଗଲା । ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବନାୟତ କହିଛନ୍ତି ଯେ, ପାର୍ଥସାରଥୀ ସାଇବାବାଙ୍କ ସିଂହାସନ ପାଇଁ ୨ କୋଟି ଟଙ୍କାର ଚାରି କିଲୋଗ୍ରାମରୁ ଅଧିକ ସୁନାରେ ର୍ନିମିତ ସୁନା ପଟି ଦାନ କରିଛନ୍ତି । ପୂର୍ବରୁ ମଧ୍ୟ ହାଇଦ୍ରାବାଦର ଜଣେ ଭକ୍ତ ସାଇବାବାଙ୍କ ପାଇଁ ୯୪ କିଲୋଗ୍ରାମର ଏକ ସୁନା ମୁକୁଟ ମନ୍ଦିର ଟ୍ରଷ୍ଟକୁ ଦେଇଥିଲେ । ସେହି ଭକ୍ତଙ୍କୁ ମନ୍ଦିର ପକ୍ଷରୁ ସମ୍ମାନିତ କରାଯିବା ସହିତ ତାଙ୍କ ଦ୍ୱାରା ବିଶେଷ ପୂଜା କରାଯାଇଥିଲା ।




