ପଢ଼ାଇଲେ ମୋଦୀ

ସମୟ ଲାଇଭ୍‍,୨୦/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଦେଶର ସବୁ ଅଞ୍ଚଳ ପିଲାଙ୍କ ପରୀକ୍ଷା ସମ୍ବନ୍ଧୀୟ ଆଲୋଚନା କରିଛନ୍ତି। ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବା ପାଇଁ ବାର୍ତ୍ତା ଦେଇଥିଲେ। ଦିନ ୧୧ ଟାରେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚାରେ ୧ହଜାର୫୦ ଜଣ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ସାମିଲ […]

Samaya Live Picture
Published On

ସମୟ ଲାଇଭ୍‍,୨୦/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଦେଶର ସବୁ ଅଞ୍ଚଳ ପିଲାଙ୍କ ପରୀକ୍ଷା ସମ୍ବନ୍ଧୀୟ ଆଲୋଚନା କରିଛନ୍ତି। ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବା ପାଇଁ ବାର୍ତ୍ତା ଦେଇଥିଲେ। ଦିନ ୧୧ ଟାରେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚାରେ ୧ହଜାର୫୦ ଜଣ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ସାମିଲ ହୋଇଥିଲେ। ପରୀକ୍ଷାକୁ ନେଇ ମନରେ ଥିବା ବିଭିନ୍ନ ଆଶଙ୍କା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଡ଼ର ଯୋଗୁଁ ଆଗକୁ ନବଢ଼ିବା ଠାରୁ ର୍ଦୁଭାଗ୍ୟଜନକ ଆଉ କିଛି ନୁହେଁ।

Tags: