ପାକିସ୍ତାନରେ ୧୮୨ ଜଣଙ୍କୁ ପଣବନ୍ଦୀ

ସମୟ ବ୍ୟୁରୋ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଟ୍ରେନ୍ ଅପହରଣ ସହ ୨୦ ସୈନିକଙ୍କୁ ଗୁଳି କରି ହତ୍ୟା ହୋଇଛି। ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ ସହ ବର୍ବରକାଣ୍ଡ ଘଟିଛି ଯାହାକୁ ନେଇ ଦୋହଲି ଯାଇଛି ପାକିସ୍ତାନ। ଟ୍ରେନ୍‌ରେ ଥିବା ୧୮୨ ଯାତ୍ରୀ ପଣବନ୍ଦୀ ଥିବା ସୂଚନା ରହିଛି। ତେବେ ଅପହରଣ ପାଇଁ ନିଜକୁ ଦାୟୀ କଲା ବେଲୁଚି ଲିବରେସନ ଆର୍ମି। ଟ୍ରେନ୍‌ଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଥିବା କୁହା ଯାଉଛି। […]

Samaya Live Picture
Published On

ସମୟ ବ୍ୟୁରୋ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଟ୍ରେନ୍ ଅପହରଣ ସହ ୨୦ ସୈନିକଙ୍କୁ ଗୁଳି କରି ହତ୍ୟା ହୋଇଛି। ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ ସହ ବର୍ବରକାଣ୍ଡ ଘଟିଛି

ଯାହାକୁ ନେଇ ଦୋହଲି ଯାଇଛି ପାକିସ୍ତାନ। ଟ୍ରେନ୍‌ରେ ଥିବା ୧୮୨ ଯାତ୍ରୀ ପଣବନ୍ଦୀ ଥିବା ସୂଚନା ରହିଛି। ତେବେ ଅପହରଣ ପାଇଁ ନିଜକୁ ଦାୟୀ କଲା ବେଲୁଚି ଲିବରେସନ ଆର୍ମି। ଟ୍ରେନ୍‌ଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଥିବା କୁହା ଯାଉଛି। ଏବେ ପରିସ୍ଥିତିର ମୁକାବିଲା ପାଇଁ ବେଲୁଚିସ୍ତାନ ସରକାରଙ୍କ ଉଦ୍ୟମ ଜାରି ରହିଛି ।

 

Tags: