୧୦୦ରୁ ଊର୍ଦ୍ଧ୍ବ ପାକିସ୍ତାନୀ ସେନାଙ୍କୁ ହତ୍ୟା !

ସମୟ ବ୍ୟୁରୋ:୧୦୦ରୁ ଊର୍ଦ୍ଧ୍ବ ପାକିସ୍ତାନୀ ସେନାଙ୍କୁ ହତ୍ୟା ନେଇ BLAର ଦାବି ହୋଇଛି। ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରାଯାଇଛି।ଆହୁରି ୧୫୦ ଜଣଙ୍କୁ BLA ପଣବନ୍ଦୀ କରି ରଖିଥିବା ସୂଚନା ରହିଛି।ଗଣମାଧ୍ୟମ ଜରିଆରେ ପ୍ରେସ୍‌ ରିଲିଜ୍‌ ଜାରି କଲା BLA। ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଆଉ ୨୦ ଘଣ୍ଟା ଭିତରେ ଦାବି ନ ମାନିଲେ ସବୁ ବନ୍ଧକଙ୍କୁ ହତ୍ୟା କରିବୁ । ପ୍ରେସ୍‌ […]

Samaya Live Picture
Published On

ସମୟ ବ୍ୟୁରୋ:୧୦୦ରୁ ଊର୍ଦ୍ଧ୍ବ ପାକିସ୍ତାନୀ ସେନାଙ୍କୁ ହତ୍ୟା ନେଇ BLAର ଦାବି ହୋଇଛି। ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରାଯାଇଛି।ଆହୁରି ୧୫୦ ଜଣଙ୍କୁ BLA ପଣବନ୍ଦୀ କରି ରଖିଥିବା ସୂଚନା ରହିଛି।ଗଣମାଧ୍ୟମ ଜରିଆରେ ପ୍ରେସ୍‌ ରିଲିଜ୍‌ ଜାରି କଲା BLA। ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଆଉ ୨୦ ଘଣ୍ଟା ଭିତରେ ଦାବି ନ ମାନିଲେ ସବୁ ବନ୍ଧକଙ୍କୁ ହତ୍ୟା କରିବୁ । ପ୍ରେସ୍‌ ରିଲିଜ୍ ଜାରି କରି ପାକିସ୍ତାନ ସରକାରଙ୍କୁ ଏଭଳି ଚେତାଇ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି । ଏପରିକି ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି BLA।

 

Tags: