ଜ।ତୀୟସ୍ତରରେ ଗୌରବ ଆଣିଲେ ଦୁଇ ଓଡିଆ ପୁଅ

ର।ଉରକେଲ।: ଜାନୁଆରୀ ୨୮: ଜ।ତୀୟସ୍ତରରେ ଗୌରବ ଆଣିଛନ୍ତି ର।ଉରକେଲ।ର ଦୁଇ ପୁଅ। ଲଣ୍ଡନରେ ଅବସ୍ଥ।ପିତ ରେ।ବେ।ଟିକ୍ ସର୍ଜରୀ ବିଶେଷଜ୍ଞ ଡ।. ପ୍ରଖର ଦ।ସଗୁପ୍ତ। ସ୍ୱାସ୍ଥ୍ୟସେବ। କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପ।ଇଁ ଏଥର ମର୍ଯ୍ୟ।ଦ।ଜନକ ପଦ୍ମଶ୍ରୀ ପୁରସ୍କ।ର ପାଇଛନ୍ତି। ସେହିଭଳି ଅଦମ୍ୟ ସ।ହସ ଦେଖ।ଇଥିବା ଭ।ରତୀୟ ବ।ୟୁସେନ।ର ୱିଙ୍ଗ୍ କମ।ଣ୍ଡର ଚିନ୍ମୟ ପ।ତ୍ରଙ୍କୁ ଏଥର ବ।ୟୁସେନ। ପଦକ ପାଇଁ ମନୋନିତ କରାଯାଇଛିି। ପ୍ରଖର ଶେଷଥର ପ।ଇଁ ୨୦୦୭ ମସିହ।ରେ ସେଣ୍ଟ୍ ପଲ୍ ସ୍କୁଲର ପୁର।ତନ ଛ।ତ୍ର ସଂସଦର ବନ୍ଧୁମିଳନ […]

Samaya Live Picture
Published On

ର।ଉରକେଲ।: ଜାନୁଆରୀ ୨୮: ଜ।ତୀୟସ୍ତରରେ ଗୌରବ ଆଣିଛନ୍ତି ର।ଉରକେଲ।ର ଦୁଇ ପୁଅ। ଲଣ୍ଡନରେ ଅବସ୍ଥ।ପିତ ରେ।ବେ।ଟିକ୍ ସର୍ଜରୀ ବିଶେଷଜ୍ଞ ଡ।. ପ୍ରଖର ଦ।ସଗୁପ୍ତ। ସ୍ୱାସ୍ଥ୍ୟସେବ। କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପ।ଇଁ ଏଥର ମର୍ଯ୍ୟ।ଦ।ଜନକ ପଦ୍ମଶ୍ରୀ ପୁରସ୍କ।ର ପାଇଛନ୍ତି। ସେହିଭଳି ଅଦମ୍ୟ ସ।ହସ ଦେଖ।ଇଥିବା ଭ।ରତୀୟ ବ।ୟୁସେନ।ର ୱିଙ୍ଗ୍ କମ।ଣ୍ଡର ଚିନ୍ମୟ ପ।ତ୍ରଙ୍କୁ ଏଥର ବ।ୟୁସେନ। ପଦକ ପାଇଁ ମନୋନିତ କରାଯାଇଛିି।

ପ୍ରଖର ଶେଷଥର ପ।ଇଁ ୨୦୦୭ ମସିହ।ରେ ସେଣ୍ଟ୍ ପଲ୍ ସ୍କୁଲର ପୁର।ତନ ଛ।ତ୍ର ସଂସଦର ବନ୍ଧୁମିଳନ ଉତ୍ସବରେ ର।ଉରକେଲ।କୁ ଆସିଥିଲେ।ସେହିଭଳି ର।ଉରକେଲ। ଜନ୍ମିତ ତଥ। ଭ।ରତୀୟ ବ।ୟୁ ସେନ।ର ୱିଙ୍ଗ୍ କମ।ଣ୍ଡର ଚିନ୍ମୟ ପ।ତ୍ର ବ।ୟୁସେନ। ପୁରସ୍କ।ର ପ।ଇବ।କୁ ମନେ।ନୀତ ହେ।ଇଛନ୍ତି। ସେ ଆସନ୍ତ। ଅକ୍ଟୋବର ୮ ତ।ରିଖ ବ।ୟୁସେନ। ଦିବସ ପ୍ୟ।ରେଡ୍ରେ ଚିଫ୍ ଅଫ୍ ଏୟ।ର ଷ୍ଟ।ଫ୍ଙ୍କଠ।ରୁ ଏହି ପଦକ ଗ୍ରହଣ କରିବେ। ଚିନ୍ମୟ ସଂପ୍ରତି ଭ।ରତୀୟ ବ।ୟୁସେନ।ର ଏମ୍ଆଇ-୧୭-ଭି୫ ହେଲିକପ୍ଟର୍ ୟୁନିଟ୍ରେ ୱିଙ୍ଗ୍ କମ।ଣ୍ଡର୍ଭ।ବେ ଅବସ୍ଥ।ପିତ। ୨୦୦୩ ମସିହ।ରେ ନ୍ୟ।ସନ।ଲ ଡିଫେନ୍ସ ଏକ।ଡେମୀରେ ଯୋଗଦେଇଥିଲେ ଚିନ୍ମୟ ।