ଅବିବାହିତ ଯୋଡ଼ିଙ୍କୁ OYO ମନା:ଏମିତି ନିୟମ ଆଣିଲା କମ୍ପାନୀ

ସମୟ ବ୍ୟୁରୋ:ଉତ୍ତର ପ୍ରଦେଶ ମିରଟରେ ଅବିବାହିତ ଯୋଡ଼ିଙ୍କୁ OYO ମନା। OYOରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ଅନୁମତି ନିଷ୍ପତ୍ତି ହୋଇଛି। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ OYO ନେଇଛି ନିଷ୍ପତ୍ତି।ବିବାହର ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ମିରଟରେ OYO ବୁକ୍ କରିପାରିବେ।ଏହି ବ୍ୟବସ୍ଥାକୁ ଅନ୍ୟାନ୍ୟ ସହରରେ ପହଞ୍ଚାଇବାକୁ କର୍ତ୍ତୃପକ୍ଷଙ୍କ ଯୋଜନା ରହିଛି। ହୋଟେଲ ଏବଂ ଟ୍ରାଭେଲ ବୁକିଂ କରୁଥିବା କମ୍ପାନୀ ଓୟୋ ନିଜ ପଲିସରେ ପରିବର୍ତ୍ତନ କରି ଚେକ୍ ଇନ୍ ନିୟମରେ ପରିବର୍ତ୍ତନ ଆଣିଛି। ଅନଲାଇନରେ କରାଯାଇଥିବା […]

Samaya Live Picture
Published On

ସମୟ ବ୍ୟୁରୋ:ଉତ୍ତର ପ୍ରଦେଶ ମିରଟରେ ଅବିବାହିତ ଯୋଡ଼ିଙ୍କୁ OYO ମନା। OYOରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ଅନୁମତି ନିଷ୍ପତ୍ତି ହୋଇଛି। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ OYO ନେଇଛି ନିଷ୍ପତ୍ତି।ବିବାହର ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ମିରଟରେ OYO ବୁକ୍ କରିପାରିବେ।ଏହି ବ୍ୟବସ୍ଥାକୁ ଅନ୍ୟାନ୍ୟ ସହରରେ ପହଞ୍ଚାଇବାକୁ କର୍ତ୍ତୃପକ୍ଷଙ୍କ ଯୋଜନା ରହିଛି।
ହୋଟେଲ ଏବଂ ଟ୍ରାଭେଲ ବୁକିଂ କରୁଥିବା କମ୍ପାନୀ ଓୟୋ ନିଜ ପଲିସରେ ପରିବର୍ତ୍ତନ କରି ଚେକ୍ ଇନ୍ ନିୟମରେ ପରିବର୍ତ୍ତନ ଆଣିଛି। ଅନଲାଇନରେ କରାଯାଇଥିବା ବୁକିଂରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି । କମ୍ପାନୀ ପକ୍ଷରୁ କୁହା ଯାଇଛି, ଯେ ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ କରାଯାଉଛି କିନ୍ତୁ ସମାଜ ହିତ ପାଇଁ ଏଭଳି କିଛି ପଦକ୍ଷେପ ନିଆ ଯାଇଛି।

Tags: