୩ ଅର୍ଥନୀତିଜ୍ଞଙ୍କୁ ନୋବେଲ

ନୂଆଦିଲ୍ଲୀ : ଅର୍ଥନୀତି ବିଜ୍ଞାନ ପାଇଁ ୩ ବିଶିଷ୍ଟ ଅର୍ଥନୀତିଜ୍ଞ ପାଇବେ ନୋବେଲ ପୁରସ୍କାର । ଜୋଏଲ ମୋକିର,ଫିଲିପ ଓଘିଓନ,ପିଟର ହୱିଟ ପାଇବେ ସମ୍ମାନଜନକ ନୋବେଲ ପୁରସ୍କାର । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା କରିବା ପାଇଁ ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହୱିଟଙ୍କ ସହ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଓଘିଓନଙ୍କୁ ପ୍ରଦାନ କରାଯାଇଛି ନୋବେଲ। ଗତ ବର୍ଷ, ଅର୍ଥନୀତିରେ ନୋବେଲ ପୁରସ୍କାର ତିନି ଜଣ ଅର୍ଥନୀତିଜ୍ଞଙ୍କୁ ପ୍ରଦାନ କରାଯାଇଥିଲା: ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍ […]

୩ ଅର୍ଥନୀତିଜ୍ଞଙ୍କୁ ନୋବେଲ
Samaya Live Picture
Published On

ନୂଆଦିଲ୍ଲୀ : ଅର୍ଥନୀତି ବିଜ୍ଞାନ ପାଇଁ ୩ ବିଶିଷ୍ଟ ଅର୍ଥନୀତିଜ୍ଞ ପାଇବେ ନୋବେଲ ପୁରସ୍କାର । ଜୋଏଲ ମୋକିର,ଫିଲିପ ଓଘିଓନ,ପିଟର ହୱିଟ ପାଇବେ ସମ୍ମାନଜନକ ନୋବେଲ ପୁରସ୍କାର । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା କରିବା ପାଇଁ ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହୱିଟଙ୍କ ସହ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଓଘିଓନଙ୍କୁ ପ୍ରଦାନ କରାଯାଇଛି ନୋବେଲ।

ଗତ ବର୍ଷ, ଅର୍ଥନୀତିରେ ନୋବେଲ ପୁରସ୍କାର ତିନି ଜଣ ଅର୍ଥନୀତିଜ୍ଞଙ୍କୁ ପ୍ରଦାନ କରାଯାଇଥିଲା: ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍ ଏବଂ ଜେମ୍ସ ଏ. ରବିନସନ୍। ଏମାନେ କିଛି ଦେଶ ଧନୀ ଏବଂ ଅନ୍ୟମାନେ ଗରିବ କାହିଁକି ତାହା ଅଧ୍ୟୟନ କରିଥିଲେ। ସେମାନେ ଷ୍ଟଡି କହିଥିଲେ ଯେ ଅଧିକ ମୁକ୍ତ ସମାଜ ସମୃଦ୍ଧ ହେବାର ସମ୍ଭାବନା ଅଧିକ।ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
।

Tags: