ଗାନ୍ଧୀ ପରିବାରକୁ ଆଉ ମିଳିବନି ଏସପିଜି ସୁରକ୍ଷା

ସମୟ ଲାଇଭ,୮/୧୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧୀଙ୍କୁ ଆଉ ମିଳିବନି ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‍ (ଏସପିଜି) ସୁରକ୍ଷା ବ୍ୟବସ୍ଥା। ଏହି ଉଚ୍ଚ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ବଦଳରେ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍‌ ପକ୍ଷରୁ ‘ଜେଡ୍‌ ପ୍ଲସ୍‌’ ଯୋଗାଇଦିଆଯିବ। ଅନେକ ସମୟରେ ଗାନ୍ଧି ପରିବାର ପ୍ରତି ବିପଦର ଭୟ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ […]

Samaya Live Picture
Published On

ସମୟ ଲାଇଭ,୮/୧୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧୀଙ୍କୁ ଆଉ ମିଳିବନି ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‍ (ଏସପିଜି) ସୁରକ୍ଷା ବ୍ୟବସ୍ଥା। ଏହି ଉଚ୍ଚ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ବଦଳରେ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍‌ ପକ୍ଷରୁ ‘ଜେଡ୍‌ ପ୍ଲସ୍‌’ ଯୋଗାଇଦିଆଯିବ। ଅନେକ ସମୟରେ ଗାନ୍ଧି ପରିବାର ପ୍ରତି ବିପଦର ଭୟ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ କରାଯାଉଥିଲା । ମାତ୍ର ଏବେ ସରକାର ସେମାନଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Tags: