ଛତିଶଗଡରେ ନକ୍ସଲ ଆକ୍ରମଣ: ୧୧ ଜଣ ଯବାନ ସହିଦ

ଛତିଶଗଡ଼ : ଛତିଶଗଡରେ ହୋଇଛି ବଡ ଧରଣର ନକ୍ସଲ ଆକ୍ରମଣ । ଦାନ୍ତେୱାଡା ଜିଲ୍ଲାର ଅରଣପୁରରେ ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଅପରେସନ ରେ ଯାଉଥିବାବେଳେ ଅମ୍ବୁସ ଲଗାଇ ଯବାନ ମାନଙ୍କୁ ଆକ୍ରମଣ କରାଯାଇଥିଲା I ସେମାନଙ୍କ ମଧ୍ୟରେ ୧୦ ଜଣ ଡିଆରଜି ଯବାନ ଥିବାବେଳେ ଜଣେ ଡ୍ରାଇଭର ଅଛନ୍ତି । ଏହି ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି […]

Samaya Live Picture
Published On

ଛତିଶଗଡ଼ : ଛତିଶଗଡରେ ହୋଇଛି ବଡ ଧରଣର ନକ୍ସଲ ଆକ୍ରମଣ । ଦାନ୍ତେୱାଡା ଜିଲ୍ଲାର ଅରଣପୁରରେ ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଅପରେସନ ରେ ଯାଉଥିବାବେଳେ ଅମ୍ବୁସ ଲଗାଇ ଯବାନ ମାନଙ୍କୁ ଆକ୍ରମଣ କରାଯାଇଥିଲା I ସେମାନଙ୍କ ମଧ୍ୟରେ ୧୦ ଜଣ ଡିଆରଜି ଯବାନ ଥିବାବେଳେ ଜଣେ ଡ୍ରାଇଭର ଅଛନ୍ତି । ଏହି ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଏହି ସଂଗ୍ରାମ ଶେଷ ପର୍ଯାୟରେ ଅଛି I ନକ୍ସଲମାନଙ୍କୁ ଛଡାଯିବା ନାହିଁ I କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଆକ୍ରମଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ଆଲୋଚନା କରିଛନ୍ତି I

Tags: