ମହାକୁମ୍ଭ ମେଳା ପାଇଁ ଜୋରଦାର ପ୍ରସ୍ତୁତି:ସାରା ବିଶ୍ୱ ଦେଖିବ ଏକତାର ପ୍ରତୀକ
ଲକ୍ଷ୍ନୌ:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଉତ୍ତର ପ୍ରଦେଶ ଯୋଗୀ ସରକାର ଏଥର କୁମ୍ଭ ମେଳକୁ ନିଆରା କରିବା ପାଇଁ ପ୍ରସ୍ତୁତି ଚଳାଇଛି।ଏଥରର ଆହ୍ଲାବାଦ କୁମ୍ଭ ମେଳାକୁ ଭବ୍ୟ-ଦିବ୍ୟ ଓ ସୁରକ୍ଷିତ ସହ ଡିଜିଟାଲ୍ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପାଇଁ ତମାମ ବ୍ୟବସ୍ଥା ହୋଇଛି।ସଂଗମ ତଟରେ ପ୍ରାୟ ୨୫ କିଲୋମିଟର ବ୍ୟାପି ଅଞ୍ଚଳରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ବିଶ୍ବର ସବୁଠୁ […]
ଲକ୍ଷ୍ନୌ:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଉତ୍ତର ପ୍ରଦେଶ ଯୋଗୀ ସରକାର ଏଥର କୁମ୍ଭ ମେଳକୁ ନିଆରା କରିବା ପାଇଁ ପ୍ରସ୍ତୁତି ଚଳାଇଛି।ଏଥରର ଆହ୍ଲାବାଦ କୁମ୍ଭ ମେଳାକୁ ଭବ୍ୟ-ଦିବ୍ୟ ଓ ସୁରକ୍ଷିତ ସହ ଡିଜିଟାଲ୍ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପାଇଁ
ତମାମ ବ୍ୟବସ୍ଥା ହୋଇଛି।ସଂଗମ ତଟରେ ପ୍ରାୟ ୨୫ କିଲୋମିଟର ବ୍ୟାପି ଅଞ୍ଚଳରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି।
ବିଶ୍ବର ସବୁଠୁ ବଡ଼ ଧାର୍ମିକ ମେଳାରେ ୪୦ କୋଟି ଲୋକଙ୍କ ଆଗମନକୁ ଦେଖି ସ୍ବଚ୍ଛତା ପାଇଁ ଦେଢ଼ ଲକ୍ଷ ଟୟଲେଟ୍ ଓ ୨୫ ହଜାର ଡଷ୍ଟବିନ୍ ବସିବ। ଲୋକଙ୍କ ଗହଳିକୁ ଦେଖି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବାକୁ ଥିବା ବିଶ୍ବର ସର୍ବବୃହତ ଆଧାତ୍ମିକ ମେଳା।




