ଧରାପଡ଼ିବ ପାକିସ୍ତାନର ମିଛ

ସମୟ ଲାଇଭ,୨୮/୧୦ : କାଶ୍ମିରରୁ ଧାରା ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନ କେତେବେଳେ ଭାରତ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ କେତେବେଳେ ଆତଙ୍କବଦୀଙ୍କୁ ଅନୁପ୍ରବେଶପାଇଁ ପ୍ରୋତ୍ସାହନ ଯୋଗାଉଛି। ଆଉ ଏଭଳି ପରିସ୍ତିତିରେ କାଶ୍କିରରେ ମାନବିଧାକାର ଉଲଂଘନ ହେଇଛି ବୋଲି ବିଶ୍ୱ ସମୁଦାୟ ଆଗରେ ସବୁବେବେଳ ଭାରତ ବିରୋଧରେ ଅଭିଯୋଗ କରିଆସିଛି ପାକିସ୍ତାନ। ତେବେ ଏଭଳି ଅଭିଯୋଗରେ ପାଣି ପକାଇଦେଇଛି ଭାରତ। କାରଣ ଏବେ ପାକିସ୍ତାନର ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ୟୁରୋପିଆନ […]

Samaya Live Picture
Published On
ସମୟ ଲାଇଭ,୨୮/୧୦ : କାଶ୍ମିରରୁ ଧାରା ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନ କେତେବେଳେ ଭାରତ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ କେତେବେଳେ ଆତଙ୍କବଦୀଙ୍କୁ ଅନୁପ୍ରବେଶପାଇଁ ପ୍ରୋତ୍ସାହନ ଯୋଗାଉଛି। ଆଉ ଏଭଳି ପରିସ୍ତିତିରେ କାଶ୍କିରରେ ମାନବିଧାକାର ଉଲଂଘନ ହେଇଛି ବୋଲି ବିଶ୍ୱ ସମୁଦାୟ ଆଗରେ ସବୁବେବେଳ ଭାରତ ବିରୋଧରେ ଅଭିଯୋଗ କରିଆସିଛି ପାକିସ୍ତାନ। ତେବେ ଏଭଳି ଅଭିଯୋଗରେ ପାଣି ପକାଇଦେଇଛି ଭାରତ। କାରଣ ଏବେ ପାକିସ୍ତାନର ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ୟୁରୋପିଆନ ପାର୍ଲ୍ୟାମେଣ୍ଟାରିର ୨୮ ଜଣିଆ ପ୍ରତିନିଧି ଦଳ କାଳି କାଶ୍କିର ଅଭିମୁଖେ ଯାଉଛନ୍ତି। ପ୍ରକୃତରେ କାଶ୍କିରରେ ପରିସ୍ତିତି କଣ ଅଛି ସେ ନେଇ ଅନୁଧ୍ୟାନ କରିବ ଏହି ପ୍ରତିନିଧି ଦଳ। ତେବେ ତା ପୁର୍ବରୁ ସେମାନେ ଆଜି ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷଶ ପରାମର୍ଶଦାତା ଅଜିତ ଡୋଭାଳଙ୍କୁ ଭେଟିଛନ୍ତି। ଆସନ୍ତାକାଲି ସେମାନେ କାଶ୍କିର ଯାଇ ଘଟଣାର ଅନୁଧ୍ୟାନ କରିବା ସହ ସ୍ଥିିତି ସମ୍ପର୍କରେ ଡୋଭାଲଙ୍କୁ ଅବଗତ କରେଇବେ। ତେବେ ପାକିସ୍ତାନ କରିଆସୁଥିବା ମିଛ ଅଭିଯୋଗ ବିରୋଧରେ ଭାରତ ସର୍ବଦା ବିଶ୍ୱ ସମୁଦାୟ ଆଗରେ ନିଜର ସ୍ପଷ୍ଟତା ଦେଇଆସିଛି। ଏଥି ସହିତ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ବୋଲି ଭାରତ ସବୁବେଳେ ଅଭିଯୋଗ କରିଆସୁଛି।

Tags: