ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଆଜି ଶେଷ କାର୍ଯ୍ୟଦିବସ

ସମୟ ଲାଇଭ,୧୫/୧୧:ଦେଶର ସର୍ବୋଚ୍ଚ ନ୍ୟାୟାଳର ୪୬ତମ ପ୍ରଧାନ ବିଚାରପତି ଜଷ୍ଟସ୍‍ ରଞ୍ଜନ ଗୋଗେଇଙ୍କ ଆଜି ହେଉଛି କାର୍ଯ୍ୟଦିବସର ଶେଷ ଦିନ। ସେଥିପାଇଁ ଜଷ୍ଟିସ ରଞ୍ଜନ ଗୋଗୋଇ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ରୁମ ନମ୍ୱର ଏକରେ ପୀଠରେ ଶେଷ ଥର ପାଇଁ ସାମିଲ ହୋଇଛନ୍ତି । ସର୍ବୋଚ୍ଚ ଅଦାଲତରେ ଏକ ନମ୍ୱର କୋଠରୀ ପ୍ରଧାନ ବିଚାରପତିଙ୍କର ରହିଥାଏ। ତାଙ୍କ ସହ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ବୋବ୍‍ଡ଼େ ମଧ୍ୟ ଏହି ରୁମ୍‍ରେ ଉପସ୍ଥିତ ଥିଲେ। କେବଳ ମାତ୍ର […]

Samaya Live Picture
Published On

ସମୟ ଲାଇଭ,୧୫/୧୧:ଦେଶର ସର୍ବୋଚ୍ଚ ନ୍ୟାୟାଳର ୪୬ତମ ପ୍ରଧାନ ବିଚାରପତି ଜଷ୍ଟସ୍‍ ରଞ୍ଜନ ଗୋଗେଇଙ୍କ ଆଜି ହେଉଛି କାର୍ଯ୍ୟଦିବସର ଶେଷ ଦିନ। ସେଥିପାଇଁ ଜଷ୍ଟିସ ରଞ୍ଜନ ଗୋଗୋଇ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ରୁମ ନମ୍ୱର ଏକରେ ପୀଠରେ ଶେଷ ଥର ପାଇଁ ସାମିଲ ହୋଇଛନ୍ତି । ସର୍ବୋଚ୍ଚ ଅଦାଲତରେ ଏକ ନମ୍ୱର କୋଠରୀ ପ୍ରଧାନ ବିଚାରପତିଙ୍କର ରହିଥାଏ। ତାଙ୍କ ସହ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ବୋବ୍‍ଡ଼େ ମଧ୍ୟ ଏହି ରୁମ୍‍ରେ ଉପସ୍ଥିତ ଥିଲେ। କେବଳ ମାତ୍ର ୪ମିନିଟ ପାଇଁ ଜଷ୍ଟିସ ଗୋଗେଇ ଏହି କୋଠରୀରେ ବସିଥିଲେ। ନିଜ କାର୍ଯ୍ୟ ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ଦେଇଛିନ୍ତି ଜଷ୍ଟିସ ଗୋଗେଇ। ଧାରା ୩୭୦ ହେଉ କିମ୍ବା ରାଫେଲ ବିବାଦ ଅଥବା ସାବରୀମାଳା ମନ୍ଦିର ବିବାଦ ସବୁଠି ରହିଛି ଜଷ୍ଟିସ ଗୋଗେିଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା।

Tags: